ସେ ବିଶ୍ବାସ ବିଷୟ ରେ କ'ଣ ଶିଖିଲେ? ଅବ୍ରାହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା' ହେଲେ, ସେଥି ରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କ ଆଗ ରେ ଗର୍ବ କରି ପାରିଲେ ନାହିଁ।
Cross references
ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।
ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?
ଫାରୋ ତାଙ୍କର ଲୋକମାନଙ୍କୁ ମିଶରରୁ ତଡ଼ି ଦବୋ ପାଇଁ ଅବ୍ରାମଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ଏବଂ ସମସ୍ତ ଦ୍ରବ୍ଯ ଧରି ସହେି ସ୍ଥାନ ପରିତ୍ଯାଗ କଲେ।
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।
ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।
ତା'ପ ରେ ପରମେଶ୍ବର ମାେତେ କହିଲେ, ଭିତରକୁ ୟାଅ ଓ ଏଠା ରେ ସମାନେେ ଯେଉଁ ଜଘନ୍ଯ ଘୃଣ୍ଯ କର୍ମମାନ କରୁଅଛନ୍ତି ତାହା ଦେଖ।
ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।
ମୁଁ ଗର୍ବକରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠା ରେ ରହି ମୁଁ ପରମେଶ୍ବରଙ୍କ ସବୋ କରିଛି।
ପରମେଶ୍ବରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗ ରେ ଗର୍ବ କରିପାରିବ ନାହିଁ।
ଶାସ୍ତ୍ର ରେ ଏହିପରି ଲଖାେଅଛି : ଯଦି କାହାର ଗର୍ବ କରିବାକୁ ଥାଏ। ତା' ହେଲେ ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।
କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।
ସୁସମାଚାର ପ୍ରଚାର କରିବା ପାଇଁ ମାରେ ଗର୍ବ କରିବା କିଛି ନାହିଁ। ଏହା ମାହେର କର୍ତ୍ତବ୍ଯ। ମୁଁ ଯଦି ସୁସମାଚାର ପ୍ରଚାର ନ କରିବି, ତବେେ ମାେ ଜୀବନ ଧିକ୍।
ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।
ମୁଁ ଯାହା କରୁଛି, ତାହା କରି ଚାଲି ଥିବି। ସହେି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଚାଲିଥିବି।
ଯଦି ମାରେ ଦର୍ପ (ଗର୍ବ) କରିବା କଥା, ତା' ହେଲେ ମୁଁ ମାେ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି।