Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:12 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:12 · ଓଡ଼ିଆ ବାଇବେଲ

ମୁଁ ଯାହା କରୁଛି, ତାହା କରି ଚାଲି ଥିବି। ସହେି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଚାଲିଥିବି।

Cross references

ଆୟୁବ ପୁସ୍ତକ 23:13

କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:6

ତୁମ୍ଭମାନଙ୍କ ଗର୍ବ ଓ ଅହଂଙ୍କାର ଭଲ ନୁହେଁ। ତୁମ୍ଭମାନେେ ଏହି ଉକ୍ତି ବିଷୟ ରେ ଜାଣିଛ ଯେ, ଅଳ୍ପ ଟିକିଏ ଖମୀର ସମସ୍ତ ଗୋଳାମଇଦାକୁ ଫୁଲାଇ ଦିଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:12

ଯଦି ଅନ୍ୟମାନଙ୍କର ତୁମ୍ଭଠା ରେ ଏହି ଦାବୀ ଅଛି, ତବେେ ଆମ୍ଭର କ'ଣ ଏଥି ରେ ଅଧିକ ଦାବୀ ନାହିଁ ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରଯୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଚାର କାର୍ୟ୍ଯ କାଳେ ବାଧାପ୍ରାପ୍ତ ହବେ, ଏଥିପାଇଁ ଆମ୍ଭେ ସହ୍ଯ କରିଅଛୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:17

ତୁମ୍ଭମାନେେ କ'ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲା ବେଳେ ମୁଁ ପ୍ରକୃତ ରେ ଚିନ୍ତା କରି ନ ଥିଲି ? ବା ଜାଗତିକ ଜ୍ଞାନ ରେ କରିଥିଲି, ଯେ ଏକା ସମୟରେ ହଁ, ହଁ କହୁଥିବା ଓ ନା, ନା ମଧ୍ଯ କହୁଥିବି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:12

ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:17

ଯେପରି ଶାସ୍ତ୍ର କୁ ହେ : ଯଦି କିଏ ଗର୍ବ କରିବାକୁ ଇଚ୍ଛା କରେ, ସେ କବଳେ ପ୍ରଭୁଙ୍କଠା ରେ ଗର୍ବ କରିବା ଉଚିତ୍।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:9

ତୁମ୍ଭମାନଙ୍କ ସହିତ ଥିବା ବେଳେ, ମାରେ ଆବଶ୍ଯକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସମାନେେ ମାରେ ସମସ୍ତ ଆବଶ୍ଯକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହାଇେ ନାହିଁ ଓ ଭବିଷ୍ଯତ ରେ ମଧ୍ଯ କଦାପି ହବେି ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:18

ଅନକେ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସହେି ଭଳି ମୁଁ ମଧ୍ଯ ଗର୍ବ କରୁଛି।

ଗାଲାତୀୟଙ୍କ ପ୍ରତି ପତ୍ର 1:7

ପ୍ରକୃତ ରେ ଆଉ ଅନ୍ୟ କୌଣସି ସୁସମାଚାର ନାହିଁ। କିନ୍ତୁ କେତକେ ଲୋକ ତୁମ୍ଭମାନଙ୍କୁ ବିଭ୍ରାନ୍ତ କରାଇ ଖ୍ରୀଷ୍ଟଙ୍କ ସୁସମାଚାରକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:13

ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:15

ଏହା ସତ୍ଯ ଯେ ସମାନଙ୍କେ ଭିତରୁ କେତଜେଣ କଠାେର ଓ ଈର୍ଷାନ୍ବିତ ହାଇେ ବିବାଦ ମନୋଭାବ ନଇେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ ଭାବରେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:14

ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

Interlinear

Choose Theme