ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:19 · ଓଡ଼ିଆ ବାଇବେଲ
ସହେି ଅଶ୍ବମାନଙ୍କର ମାରାତ୍ମକ ଶକ୍ତି କବଳେ ମୁହଁ ରେ ନ ଥାଇ ଲାଙ୍ଗୁଳ ରେ ମଧ୍ଯ ଥିଲା। ସମାନଙ୍କେର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।
Cross references
ଯିଶାଇୟ 9:15
ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।
ଏଫିସୀୟଙ୍କ ପ୍ରତି ପତ୍ର 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:10
ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।