Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:10 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:10 · ଓଡ଼ିଆ ବାଇବେଲ

ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।

Cross references

ଦିତୀୟ ବଂଶାବଳୀ 10:11

ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'

ଲୂକଲିଖିତ ସୁସମାଚାର 11:12

କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତବେେ ତା ହାତ ରେ ତୁମ୍ଭମାନେେ କଙ୍କଡାବିଛାଟିଏ ଦବେ କି? ନା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:3

ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:5

କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:19

ସହେି ଅଶ୍ବମାନଙ୍କର ମାରାତ୍ମକ ଶକ୍ତି କବଳେ ମୁହଁ ରେ ନ ଥାଇ ଲାଙ୍ଗୁଳ ରେ ମଧ୍ଯ ଥିଲା। ସମାନଙ୍କେର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।

Interlinear

Choose Theme