Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:18 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:18 · ଓଡ଼ିଆ ବାଇବେଲ

ସମାନଙ୍କେ ମୁହଁରୁ ବାହାରୁଥିବା ଏହି ତିନୋଟି ମହାମାରୀ ଅଗ୍ନି, ଧୂଆଁ ଓ ଗନ୍ଧକ ହତେୁ ମନୁଷ୍ଯ ଜାତିର ଏକ ତୃତୀଯାଂଶ ପ୍ରାଣ ହରାଇଲେ।

Cross references

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:15

ତେଣୁ ଯେଉଁ ଚାରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀଯାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସହେି ଘଣ୍ଟା, ଦିନ, ମାସ ଓ ସହେି ବର୍ଷ ପର୍ୟ୍ଯନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସମାନଙ୍କେୁ ମୁକ୍ତ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:17

ମାେ ଦର୍ଶନ ରେ ମୁଁ ଅଶ୍ବ ଓ ଅଶ୍ବାରୋହୀମାନଙ୍କୁ ଦେଖିଲି। ସମାନେେ ନୀଳକାନ୍ତ ମଣି ତୁଲ୍ଯ ଲୋହିତ, ନୀଳକାନ୍ତ ମଣି ତୁଲ୍ଯ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତି ରେ ପିନ୍ଧିଥିଲେ। ଅଶ୍ବମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦଖାଯାେଉଥିଲା। ସମାନଙ୍କେ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା।

Interlinear

Choose Theme