Home Bibles ☰ Books ଲୂକଲିଖିତ ସୁସମାଚାର 11:12 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 11:12 · ଓଡ଼ିଆ ବାଇବେଲ

କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତବେେ ତା ହାତ ରେ ତୁମ୍ଭମାନେେ କଙ୍କଡାବିଛାଟିଏ ଦବେ କି? ନା।

Cross references

ଯିହିଜିକଲ 2:6

ହେ ମନୁଷ୍ଯ ପୁତ୍ର, ଏହିସବୁ ବିଦ୍ରୋହୀ ଲୋକମାନେ ତୁମ୍ଭର ଚତୁଃପାଶର୍‌ବ ରେ କଣ୍ଟକ ତୁଲ୍ଯ ଅଟନ୍ତି ଓ ଏହା ସତେ ଯେପରି ତୁମ୍ଭେ କଙ୍କଡ଼ାବିଚ୍ଛାମାନଙ୍କ ମଧିଅରେ ବାସ କରୁଅଛ। କିନ୍ତୁ ସମାନଙ୍କେୁ ଭୟ କର ନାହିଁ। ସମାନେେ ଯାହା କୁହନ୍ତି, ସେଥି ରେ ଭୟଭୀତ ହୁଅ ନାହିଁ, ସମାନଙ୍କେ ଚାହାଁଣି ଦ୍ବାରା ଆତଙ୍କିତ ହୁଅ ନାହିଁ।

ଲୂକଲିଖିତ ସୁସମାଚାର 10:19

ଶୁଣ! ସାପ ଓ କଙ୍କଡାବିଛାମାନଙ୍କୁ ପାଦତଳେ ଦଳି ଦବୋକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦଇେଛି। ମୁଁ ତୁମ୍ଭମାନଙ୍କ ଶତୃ ପାଖ ରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦଇେଛି। ତୁମ୍ଭମାନଙ୍କର କହେି କିଛି କ୍ଷତି କରି ପାରିବ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:10

ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।

Interlinear

Choose Theme