ଏହାପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ସ୍ବର୍ଗର ଗୋଟିଏ ଦ୍ବାର ଖାେଲା ହାଇେଅଛି। ମୁଁ ଯେଉଁ ସ୍ବର ପୂର୍ବରୁ ଶୁଣିଥିଲି, ସହେି ସ୍ବର ପୁଣି ଶୁଣିଲି। ଏହି ସ୍ବର ତୂରୀନାଦର ଶବ୍ଦ ପରି ମନେ ହେଲା। ସହେି ସ୍ବର କହିଲା, ଏଠାରୁ ଉପରକୁ ଉଠିଆସ ଏବଂ ଭବିଷ୍ଯତ ରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦଖାଇବେି।
Cross references
ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ୟାତ୍ରା କଲେ। ପ୍ରେତ୍ୟକକ ପୁତ୍ର ସମାନଙ୍କେର ପରିବାର ସହିତ ଗଲେ। ଇଶ୍ରାୟେଲଙ୍କର ପୁତ୍ରମାନେ ହେଲ:
ସଦାପ୍ରଭୁ ମାଶାଙ୍କେୁ କହିଲେ, ଓହ୍ଲାଇ ୟାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନକରନ୍ତି, ନ ହେଲ ମୁଁ ସମାନଙ୍କେୁ ଦଣ୍ଡ ଦବେି।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପର୍ବତ ଉପରେ ମାେ ପାଖକୁ ଆସ। ଏଠା ରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦବେି, ବ୍ଯବସ୍ଥା ଓ ଆଜ୍ଞା, ଯାହା ମୁଁ ସମାନଙ୍କେୁ ଶିକ୍ଷା ଦବୋକୁ ଲେଖିଛି।
ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତ ରେ ସୀନଯ ପର୍ବତକୁ ଆସ ଏବଂ ମାେ ଉପସ୍ଥିତି ରେ ପର୍ବତର ଶୀର୍ଷ ରେ ଛିଡା ହୁଅ।
ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।
ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ବର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।
ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।
କିନ୍ତୁ ଯେତବେେଳେ ସତ୍ଯମୟ ଆତ୍ମା ଆସିବେ, ସେତବେେଳେ ସେ ତୁମକୁ ସମସ୍ତ ସତ୍ଯ ପଥରେ କଢାଇନବେେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କବଳେ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ଯତର ଘଟଣା ବିଷୟ ରେ କହିବେ।
ସ୍ତିଫାନ କହିଲେ, ଦେଖ, ମୁଁ ସ୍ବର୍ଗକୁ ଖାେଲା ଅବସ୍ଥା ରେ ଓ ପରମେଶ୍ବରଙ୍କ ଡାହାଣ ପଟେ ମନୁଷ୍ଯପୁତ୍ରଙ୍କୁ ଠିଆ ହବୋର ଦେଖୁଛି।
ସେ ଦେଖିଲେ ଯେ, ସ୍ବର୍ଗ ଖାଲିଗେଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।
ଏହା ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ଯ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟ ରେ ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ଯୀଶୁଙ୍କୁ ଏସବୁ ଦଇେଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦଖାଇବୋ ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପାଇଲେ।
ପ୍ରଭୁଙ୍କ ଦିନ ରେ ପବିତ୍ର ଆତ୍ମା ମାେତେ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।
ତେଣୁ ତୁମ୍ଭେ ଦେଖିଥିବା କଥା ଲେଖ। ବର୍ତ୍ତମାନ ଯାହା ଘଟୁଛି ଓ ଭବିଷ୍ଯତ୍ ରେ ଯାହା ଘଟିବ, ସେ ସବୁ ଲେଖ।
ତା'ପରେ ସହେି ଦୁଇଜଣ ସାକ୍ଷୀ ସ୍ବର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ବର ଶୁଣିପାରିଲେ, ଏଠାକୁ ଉଠି ଆସ। ଏହା ଶୁଣି ଦୁଇ ଜଣ ଭବିଷ୍ଯଦ୍ ବକ୍ତା ମେଘ ଦ୍ବାରା ସ୍ବର୍ଗକୁ ଗଲେ। ଏହା ସମାନଙ୍କେର ଶତ୍ରୁମାନେ ଦେଖୁଥିଲେ।
ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାଯୁ ରେ ଢ଼ାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ବର ଆସିଲା। ସହେି ସ୍ବର କହିଲା, ଏହା ସମାପ୍ତ ହେଲା।
ସେ ସ୍ବଗଦୂର୍ତ ମାେତେ କହିଲେ, ଏହି କଥାଗୁଡ଼ିକ ସତ୍ଯ ଓ ବିଶ୍ବାସ ଯୋଗ୍ଯ। ପ୍ରଭୁ ଭବିଷ୍ଯଦ୍ ବକ୍ତାମାନଙ୍କ ଆତ୍ମାର ପରମେଶ୍ବର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସବେକମାନଙ୍କୁ ଦଖାଇବୋ ପାଇଁ ପରମେଶ୍ବର ସ୍ବର୍ଗଦୂତଙ୍କୁ ପଠାଇଛନ୍ତି।