Home Bibles ମାର୍କଲିଖିତ ସୁସମାଚାର 1:10 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 1:10 · ଓଡ଼ିଆ ବାଇବେଲ

ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ବର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।

Cross references

ଯିଶାଇୟ 42:1

ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିଶାଇୟ 64:1

ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।

ମାଥିଉଲିଖିତ ସୁସମାଚାର 3:16

ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।

ଲୂକଲିଖିତ ସୁସମାଚାର 3:22

ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ।

ଯୋହନଲିଖିତ ସୁସମାଚାର 1:31

ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।

Interlinear

Choose Theme