ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:20 · ଓଡ଼ିଆ ବାଇବେଲ
ପଞ୍ଚମ ରେ ପୁଲକମଣି, ଷଷ୍ଠ ମଣିକ୍ଯମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମ ରେ ଫିରୋଜମଣି, ନମମ ରେ ଗୋମଦେକମଣି, ଦଶମ ରେ ଲଶୁନୀୟମଣି, ଏକାଦଶ ରେ ଇନ୍ଦ୍ରନୀଳମଣି, ଓ ଦ୍ବାଦଶ ରେ ସୁଗନ୍ଧମଣି ଖଚିତ ଥିଲା।
Cross references
ଆୟୁବ ପୁସ୍ତକ 28:19
କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:3
ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।