ବ୍ଯବସାଯୀମାନେ ତା'ର ଦୁଃଖ ୟନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂର ରେ ଠିଆ ହବେେ। ସହେି ଲୋକମାନେ ତାହାକୁ ସହେି ମୂଲ୍ଯବାନ୍ ଜିନିଷ ବିକ୍ରିକରି ଧନୀ ହାଇେଥିଲେ। ତେଣୁ ସମାନେେ କାନ୍ଦିବେ ଓ ଦୁଃଖ କରିବେ।
Cross references
ସମାନେେ ଦାନର ଲୋକମାନଙ୍କ ଉପରେ ପାଟି କଲେ। ତା'ପରେ ଦାନର ଲୋକମାନେ ବକ୍ସ୍ଟଲିପଡି ମୀଖାଙ୍କକ୍ସ୍ଟ ପଚାରିଲେ, ତୁମ୍ଭର କ'ଣ ଖବର ଅଛି ଯେ, ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଏକତ୍ରୀତ କରିଛ?
ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ମସ୍ତକ ମୁଣ୍ଡନ କରି କଟୀଦେଶ ରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାେଶ ପ୍ରାଣ ବିକଳ ରେ ରୋଦନ କରି ଅତିଶଯ ବିଳାପ କରିବେ।
ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।
ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଲୋକମାନେ ସର୍ବଶକ୍ତିମାନ ସ୍ଥାନ ରେ କ୍ରନ୍ଦନ କରିବେ। ପ୍ରେତ୍ୟକକ ରାସ୍ତା ରେ ସମାନେେ କହିବେ ହାୟ! ହାୟ! ସମାନେେ କୃଷକମାନଙ୍କୁ ଶୋକରେ ୟୋଗଦବୋ ପାଇଁ ନିମନ୍ତ୍ରଣ କରିବେ ଓ ପଷୋଦାର ଶାେକକାରୀମାନଙ୍କୁ ଶାେକ କରିବାକୁ ଭଡା ରେ ଆଣିବେ।
ଯେଉଁମାନେ ସଗେୁଡିକୁ କିଣନ୍ତି ସମାନେେ ସଗେୁଡିକୁ ହତ୍ଯା କଲେ, ଆଉ ସମାନେେ ଦୋଷୀ ସାବ୍ଯସ୍ତ ହବେେ ନାହିଁ। ଯେଉଁମାନେ ସଗେୁଡିକୁ ବିକ୍ରୀ କରନ୍ତି, କହିବେ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହାଇେଅଛି।' ଏବଂ ସମାନଙ୍କେର ମଷେପାଳକମାନଙ୍କର ସମାନଙ୍କେର ମଷେ ଦଳର ଉପ ରେ ଦୟା ନଥିବ।
ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'
ସହେି ବାଳିକାର ମାଲିକମାନେ ଏସବୁ ଦେଖିଲେ। ସମାନେେ ଜାଣିପାରିଲେ ଯେ, ସମାନେେ ଆଉ ଏ ବାଳିକା ଦ୍ବାରା ଧନ ଉପାର୍ଜନ କରିପାରିବେ ନାହିଁ। ତେଣୁ ସମାନେେ ପାଉଲ ଓ ଶୀଲାଙ୍କୁ ଧରି ବଜାର ରାସ୍ତାକୁ ସମାନଙ୍କେୁ ଟାଣି ନେଲେ ଏବଂ ନଗରକତ୍ତୃର୍ପକ୍ଷଙ୍କ ଆଗ ରେ ସମାନଙ୍କେୁ ଠିଆ କରାଇଲେ।
ସଠାେରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦବେୀ ଆର୍ତ୍ତମେୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ୟ୍ଯ ଯୋଗଇ ଦେଉଥିଲା।
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :