ତୁମ୍ଭମାନେେ ଏହିସବୁ ଦେଖିବ ଓ କହିବ, ସଦାପ୍ରଭୁ ଇଶ୍ରାୟେଲର ବାହା ରେ ମଧ୍ଯ ମହିମାନ୍ବିତ ହୁଅନ୍ତୁ।
Cross references
ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମ ବାଲପିଯୋର ରେ ଦେଖିଅଛ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବାଲପିୟୋରର ପଶ୍ଚାଦଗାମୀ ସମସ୍ତ ଲୋକଙ୍କକ୍ସ୍ଟ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ହତ୍ଯା କରିଛନ୍ତି।
ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ।
ତେଣୁ ଲୋକମାନେ ମାେତେ ପ୍ରାର୍ଥନା କଲେ, ହେ ପ୍ରଭକ୍ସ୍ଟ ଆମ୍ଭକକ୍ସ୍ଟ ସାହାୟ୍ଯ କର ମୁ ମିଶରୀଯମାନଙ୍କ ପାଇଁ ବହକ୍ସ୍ଟ ଅସକ୍ସ୍ଟବାଧା କରାଇଲି । ଏବଂ ମିଶରୀଯମାନଙ୍କ ଉପରକକ୍ସ୍ଟ ସମକ୍ସ୍ଟଦ୍ରକକ୍ସ୍ଟ ଆଚ୍ଛାନ୍ନ କରାଇଲି। ତୁମ୍ଭମାନେେ ଦେଖିଅଛ, ମୁ ମିଶରୀଯ ୈସନ୍ଯମାନଙ୍କୁ କି ଅବସ୍ତା କରିଛି।
ବର୍ତ୍ତମାନ ଧିର ହାଇେ ଛିଡା ହକ୍ସ୍ଟଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଯେଉଁ ମହତ୍ କାର୍ୟ୍ଯ କରିବେ ଦେଖ।
ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।
ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଲଜ୍ଜିତ ହବେେ ଓ ନିରାଶ ହବେେ। ଯେତବେେଳେ ମାେ ଉପରେ ବିପଦ ପଡ଼େ ସହେି ଲୋକମାନେ ଖୁସି ହୁଅନ୍ତି। ସମାନେେ ଭାବନ୍ତି ସମାନେେ ମାଠାରୁେ ଭଲ। ତଣେୁ ସହେି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘାଡ଼ୋଇ ହାଇଯୋଉ।
ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।
ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।
ତୁମ୍ଭେ ଇଶ୍ରାୟେଲ ବିରୁଦ୍ଧ ରେ ମାରେ ଲୋକ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ଯ ଆଚ୍ଛାଦନ କରିବ। ସହେି ଭବିଷ୍ଯତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମାେ ଦେଶ ବିରୁଦ୍ଧ ରେ ଆଣିବି, ଯାହା ଫଳ ରେ ଦେଶଗୁଡ଼ିକ ମାେତେ ଜାଣି ପାରିବେ। ଯେତବେେଳେ ମାରେ ପବିତ୍ରତା ତୁମ୍ଭ ମାଧ୍ଯମ ରେ ସମାନଙ୍କେୁ ଉପସ୍ଥିତି ରେ ଦଖାଇବେି।'
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ପରମେଶ୍ବର କହିଲେ, ଜାତିମାନଙ୍କ ମଧିଅରେ ମାରେ ମହିମା ସ୍ଥାପନ କରିବି। ସମାନେେ ସହେି ଦଣ୍ଡ ଦେଖିବେ ଯାହା ମୁଁ ମାରହେସ୍ତ ଉଠାଇ ପ୍ରଯୋଗ କରିଅଛି।
ତା'ପ ରେ ଇଶ୍ରାୟେଲର ଶାସକ ସଦାପ୍ରଭୁଙ୍କ ଶକ୍ତି ରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ଅପୂର୍ବ ମହିମା ରେ ଦଣ୍ତାଯମାନ ହାଇେ ତାଙ୍କ ପଲଙ୍କୁ ଚରାଇବେ। ସମାନେେ ଶାନ୍ତି ରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶଷେ ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୃତ ହବେ।
ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।