Home Bibles ଦିତୀୟ ଶାମୁୟେଲ 7:14 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 7:14 · ଓଡ଼ିଆ ବାଇବେଲ

ମୁ ତା'ର ପିତା ହବେି ଓ ସେ ମାରେ ପକ୍ସ୍ଟତ୍ର ହବେ। ଯେତବେେଳେ ସେ ପାପ କରେ ମୁ ତାକକ୍ସ୍ଟ ଦଣ୍ତ ଦବେି, ଯେପରି ଲୋକମାନେ ସମାନଙ୍କେର ପକ୍ସ୍ଟତ୍ରମାନଙ୍କୁ ଦଣ୍ତ ଦିଅନ୍ତି।

Cross references

ଦିତୀୟ ବିବରଣ 8:5

ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।

ପ୍ରଥମ ବଂଶାବଳୀ 17:13

ଆମ୍ଭେ ତାହାର ପିତା ହବୋ ଓ ସେ ଆମ୍ଭର ପୁତ୍ର ହବେ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ଯାହାର କରିନଲେୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ ରମେକୁ ପରିତ୍ଯାଗ କରିବା ନାହିଁ।

ପ୍ରଥମ ବଂଶାବଳୀ 28:6

ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାହିଁକି ? କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହବୋ।

ଆୟୁବ ପୁସ୍ତକ 5:17

ଯେଉଁ ମନୁଷ୍ଯକୁ ପରମେଶ୍ବର ସଂ ଶାଧେନ କରନ୍ତି, ସେ ଭାଗ୍ଯବାନ। ତେଣୁ ସହେି ସର୍ବଶକ୍ତିମାନ ପରମେଶ୍ବର ଯେତବେେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧ ରେ ଅଭିଯୋଗ କରନାହିଁ।

ଗୀତସଂହିତା 2:7

ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସହେି ନିଯମ ଘୋଷଣା କରୁଛି। ସଦାପ୍ରଭୁ ମାେତେ କହିଲେ, ଆଜିଠାରୁ ମୁଁ ତୁମ୍ଭର ପିତା ହେଲ ଓ ତୁମ୍ଭେ ମାରେ ପୁତ୍ର ହେଲ।

ଗୀତସଂହିତା 89:20

ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।

ଗୀତସଂହିତା 89:27

ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା। ସେ ପୃଥିବୀର ଶକ୍ତିଶାଳୀ ରାଜା ହବେ।

ଗୀତସଂହିତା 89:33

ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।

ଗୀତସଂହିତା 94:12

ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସମାନେେ ଆଶୀର୍ବାଦ ପ୍ରାପ୍ତ ହବେେ। ତୁମ୍ଭେ ଆପଣା ନିଯମରେ ସମାନଙ୍କେୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।

ହିତୋପଦେଶ 3:11

ହେ ମାରେ ପୁତ୍ର, େ ବେଳବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦଖାଇେ ଶାସ୍ତିବିଧାନ କରନ୍ତି। ସେଥି ରେ ତୁମ୍ଭେ କୋରଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।

ଯିରିମିୟ 30:11

ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

ମାଥିଉଲିଖିତ ସୁସମାଚାର 3:17

ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:32

ପ୍ରଭୁ ଯେତବେେଳେ ଆମ୍ଭର ବିଚାର କରନ୍ତି, ସେ ଠିକ୍ ବାଟ ଦଖାଇବୋ ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।

ଏବ୍ରୀ 1:5

ଆହୁରି ମଧ୍ଯ ସେ କୌଣସି ସ୍ବର୍ଗଦୂତଙ୍କୁ କହି ନ ଥିଲେ ଯେ :

ଏବ୍ରୀ 12:5

ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:19

ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।

Interlinear

Choose Theme