Home Bibles ☰ Books ଯିରିମିୟ 9:13 · ଓଡ଼ିଆ ବାଇବେଲ
ଯିରିମିୟ 9:13 · ଓଡ଼ିଆ ବାଇବେଲ

ଏସବୁର କାରଣ ସଦାପ୍ରଭୁ କହନ୍ତି, ତାହା ହେଲା ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଆମ୍ଭର ଯେଉଁ ବ୍ଯବସ୍ଥାମାନ ରଖିଲୁ ତାହା ସମାନେେ ପରିତ୍ଯାଗ କରିଅଛନ୍ତି। ଆମ୍ଭର ବାକ୍ଯ ପାଳନ କରି ନାହାଁନ୍ତି କି ତଦନୁସା ରେ ଆଚରଣ କରି ନାହାଁନ୍ତି।

Cross references

ଦିତୀୟ ବିବରଣ 31:16

ସେତବେେଳେ ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କରିବ। ଏହାପରେ ଏହି ଲୋକମାନେ ଉଠିବେ। ପକ୍ସ୍ଟଣି ଯେଉଁ ଦେଶ ରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସହେି ସ୍ଥାନ ରେ ବିଦେଶୀଯ ଦବଗେଣର ଅନକ୍ସ୍ଟଗାମୀ ହାଇେ ବ୍ଯଭିଗ୍ଭର କରିବେ ଓ ଆମ୍ଭକକ୍ସ୍ଟ ତ୍ଯାଗ କରିବେ। ଆମ୍ଭେ ସମାନଙ୍କେ ସହିତ ଯେଉଁ ନିଯମ କରିଅଛକ୍ସ୍ଟ, ତାହା ଲଙ୍ଘନ କରିବେ।

ଦିତୀୟ ବଂଶାବଳୀ 7:19

କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦଇେଥିବା ଆଦେଶ ଓ ବ୍ଯବସ୍ଥାକୁ ବାଧ୍ଯ ହବେ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦବେତାମାନଙ୍କର ସବୋ ଓ ଉପାସନା କରିବ,

ଏଜ୍ରା 9:10

ଏବେ ହେ ଆମ୍ଭର ପରମେଶ୍ବର, ଏହାପରେ ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!

ଗୀତସଂହିତା 89:30

ୟଦି ବଂଶଧରଗଣ ଆମ୍ଭ ବ୍ଯବସ୍ଥା ପରିତ୍ଯାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସମାନଙ୍କେୁ ଦଣ୍ଡ ଦବୋ।

ଗୀତସଂହିତା 119:53

ମୁଁ କ୍ରୋଧିତ ହାଇୟୋଏ, ଯେତବେେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାଁନ୍ତି।

ହିତୋପଦେଶ 28:4

ବ୍ଯବସ୍ଥା ତ୍ଯାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସମାନଙ୍କେୁ ବିରୋଧ କରନ୍ତି।

ଯିରିମିୟ 7:26

ମାତ୍ର ସମାନେେ ଆମ୍ଭ କଥା ଶୁଣିଲେ ନାହିଁ କିଅବା ତହିଁରେ କର୍ଣ୍ଣପାତ କଲେ ନାହିଁ। ସମାନେେ ଅବାଧ୍ଯ ହାଇେ ତାଙ୍କର ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ଦୁରାଚାରୀ ହେଲେ।

ଯିରିମିୟ 13:10

ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ଯ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣ ରେ ଅବାଧ୍ଯ ହାଇେ ଚାଲନ୍ତି ଆଉ ଅନ୍ୟ ଦବଗେଣର ସବୋ ଓ ପୂଜା କରିବା ନିମନ୍ତେ ସମାନଙ୍କେର ପଶ୍ଚାତଗମନ କରନ୍ତି, ସମାନେେ ଏହି ଅକର୍ମଣ୍ଯ ପଟୁକା ତୁଲ୍ଯ ହବେେ।

ଯିରିମିୟ 22:9

ତହିଁରେ ସମାନେେ ଉତ୍ତର ଦବେେ, 'ସଦାପ୍ରଭୁ ପରମେଶ୍ବରଙ୍କ ନିଯମକୁ ପରିତ୍ଯାଗ କରି ଯିହୁଦାବାସୀ ଅନ୍ୟ ଦବଗେଣଙ୍କୁ ପ୍ରଣାମ ଓ ସବୋ କରିଥିବାରୁ।'

ସିଫନିୟ 3:1

ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

Interlinear

Choose Theme