କିନ୍ତୁ ଦେଖ, ସେଥିପାଇଁ ସମାନେେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସମାନେେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦବୋକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦଇେଥିଲା।
Cross references
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।
ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?
ସେ ତକ୍ସ୍ଟମ୍ଭଠାରକ୍ସ୍ଟ ଅଧିକ ବଳବାନ ଓ ବହକ୍ସ୍ଟ ସଂଖ୍ଯକ, ଅନ୍ୟଦେଶୀଯମାନଙ୍କୁ ତୁମ୍ଭମାନଙ୍କ ଆଗରକ୍ସ୍ଟ ତଡି ଦଇେଛନ୍ତି। ସେ ସମାନଙ୍କେ ଦେଶ ରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ର ରେ ଦେଲେ, ଯାହା ଆଜି ହାଇେଛି।
ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇମ୍ ମାରେୀଯମାନଙ୍କୁ ସମାନଙ୍କେର ଦେଶଠାରକ୍ସ୍ଟ ଜାରେ ଜବରଦସ୍ତ ତଡିଲେ ଓ ତାଙ୍କର ଲୋକମାନଙ୍କୁ ସହେି ଭୂମି ଦେଲେ। ତୁମ୍ଭେ କ'ଣ ଭାବକ୍ସ୍ଟଛ ଯେ ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କୁ ଏଠାରକ୍ସ୍ଟ ତଡି ଦଇେ ପାରିବ?
ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।
ସମାନେେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିଯ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।
ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।