Home Bibles ଲୂକଲିଖିତ ସୁସମାଚାର 11:25 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 11:25 · ଓଡ଼ିଆ ବାଇବେଲ

ଯେତବେେଳେ ଭୂତଟି ସହେି ମଣିଷ ନିକଟକୁ ଫରେିଆ ସେ, ସେ ଦେଖେ ଯେ ସହେି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।

Cross references

ଦିତୀୟ ବଂଶାବଳୀ 24:17

ଯିହାୟୋଦାରଦାଙ୍କ ମୃତ୍ଯୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ୟୋଯାଶ୍ଙ୍କ ସମ୍ମୁଖ ରେ ପ୍ରଣିପାତ କଲେ। ରାଜା ସହେି ନେତାମାନଙ୍କର କଥା ଶୁଣିଲେ।

ଗୀତସଂହିତା 36:3

ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ଗୀତସଂହିତା 125:5

ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

ମାଥିଉଲିଖିତ ସୁସମାଚାର 12:44

ସେତବେେଳେ ସେ କୁ ହେ, 'ମୁଁ ମାରେ ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସଠାେକୁ ଫରେିୟିବି।' ସେ ପୁଣି ଫରେିଆ ସେ। ସେ ଦେଖେ ସେ ପର୍ୟ୍ଯନ୍ତ ମଧ୍ଯ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠିକ୍ଠାକ୍ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତଟା ଭୂତଙ୍କୁ ଡ଼ାକିଆଣେ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:9

ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

ପିତରଙ୍କ ଦିତୀୟ ପତ୍ର 2:10

ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।

ଯିହୂଦାଙ୍କ ପତ୍ର 1:8

ତୁମ୍ଭମାନଙ୍କ ଦଳ ରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସମାନେେ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। ସମାନେେ ନିଜ ଶରୀରକୁ ପାପ କାର୍ୟ୍ଯ ରେ ଦୂଷିତ କରନ୍ତି। ସମାନେେ ପରମେଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ବହୁତ ମନ୍ଦ କଥା କହନ୍ତି।

Interlinear

Choose Theme