Home Bibles ଯାତ୍ରା ପୁସ୍ତକ 16:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 16:6 · ଓଡ଼ିଆ ବାଇବେଲ

ତେଣୁ ମାଶାେ ଏବଂ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି।

Cross references

ଯାତ୍ରା ପୁସ୍ତକ 6:7

ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 12:51

ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।

ଯାତ୍ରା ପୁସ୍ତକ 16:3

ଲୋକମାନେ କହିଲେ, ଏହା ବହୁତ ଭଲ ହାଇେଥାନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶର ରେ ହତ୍ଯା କରିଥାନ୍ତେ। ସଠାେରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ଯକ ପରିମାଣର ଖାଦ୍ୟ ସଠାେରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠା ରେ ଆମ୍ଭକୁ ଭୋକରେ ମାରିବାକୁ ଚାହଁ କି?

ଯାତ୍ରା ପୁସ୍ତକ 16:8

ଏବଂ ମାଶାେ କହିଲେ, ତେଣୁ ଆଜି ରାତ୍ର ରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ ଦବେେ। ଏବଂ ପ୍ରଭାତ ରେ ସେ ତୁମ୍ଭମାନଙ୍କୁ ଆବଶ୍ଯକ ପରିମାଣ ରେ ରୋଟୀ ମଧ୍ଯ ଦବେେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତ ରେ ତୁମ୍ଭମାନେେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।

ଯାତ୍ରା ପୁସ୍ତକ 16:12

ଆମ୍ଭେ ଇଶ୍ରାୟେଲର ଅଭି ଯୋଗ ଶୁଣିଅଛୁ। ତେଣୁ ସମାନଙ୍କେୁ କୁହ, 'ଆଜି ରାତି ରେ ତୁମ୍ଭମାନେେ ମାଂସ ଭକ୍ଷଣ କରିବ। ଏବଂ ପ୍ରଭାତ ରେ ତୁମ୍ଭର ଆବଶ୍ଯକ ପରିମାଣର ରୋଟୀ ଖାଇବ। ଏଥି ରେ ତୁମ୍ଭମାନେେ ଜାଣିପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।'

ଯାତ୍ରା ପୁସ୍ତକ 32:1

ଲୋକମାନେ ଅନୁଭବ କଲେ ଯେ, ମାଶାେ ପର୍ବତ ଉପରୁ ଓହ୍ଲାଇ ଆସିବାକୁ ଡରେି କଲେ। ତେଣୁ ସମାନେେ ହାରୋଣଙ୍କ ନିକଟରେ ରୁଣ୍ଡ ହେଲେ। ସମାନେେ ତାଙ୍କୁ କହିଲେ, ଦେଖ, ମାଶାେ ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ କିନ୍ତୁ ଆମ୍ଭେ ଜାଣିପାରିଲୁ ନାହିଁ ତାଙ୍କର କ'ଣ ହାଇେଛି। ଆମ୍ଭମାନଙ୍କୁ ଆଗଇେ ନବୋ ପାଇଁ କେତକେ ଦବେତାଗଣ ନିର୍ମାଣ କର।

ଯାତ୍ରା ପୁସ୍ତକ 32:7

ସହେି ସମୟରେ, ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ୟାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସମାନେେ ଘାରେ ପାପ କରିଛନ୍ତି।

ଯାତ୍ରା ପୁସ୍ତକ 32:11

କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।

ଗଣନା ପୁସ୍ତକ 16:28

ତା'ପରେ ମାଶାେ କହିଲେ, ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦବେି ଯେ ସଦାପ୍ରଭୁ ମାେତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁନାହିଁ ବୋଲି ତୁମ୍ଭମାନେେ ଜାଣିବ।

ଗଣନା ପୁସ୍ତକ 16:30

ମାତ୍ର ସଦାପ୍ରଭୁ ଯବେେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ସର୍ବସ୍ବ ଗ୍ରାସ କରେ, ସମାନଙ୍କେୁ ଜିଅନ୍ତା କବର ଦିଅ, ତବେେ ତୁମ୍ଭେ ମା ହୃଦବୋଧ କରିବ ଯେ, ସମାନେେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।

ଗୀତସଂହିତା 77:20

ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।

ଗୀତସଂହିତା 81:11

କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

ଯିଶାଇୟ 63:11

ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?

Interlinear

Choose Theme