ପ୍ରଥମ ଶାମୁୟେଲ 4:15 · ଓଡ଼ିଆ ବାଇବେଲ
ସେ ସମୟରେ ଏଲି ଅଠାନବେ ବର୍ଷ ବଯସ୍କ ହାଇେଥିଲେ ଓ ଅନ୍ଧ ହାଇେଥିବାରକ୍ସ୍ଟ ସେ ଦେଖି ପାରିଲେ ନାହିଁ।
Cross references
ଆଦି ପୁସ୍ତକ 27:1
ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, ହେ ପୁତ୍ର ଏଷୌ! ସେ ଉତ୍ତର ଦେଲେ, ମୁଁ ଏହିଠା ରେ,
ପ୍ରଥମ ଶାମୁୟେଲ 3:2
ଏହି ସମୟରେ ଏଲିଙ୍କର ଚକ୍ଷକ୍ସ୍ଟ ଧକ୍ସ୍ଟନ୍ଦକ୍ସ୍ଟଳା ହବୋକକ୍ସ୍ଟ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନ ରେ ଶାଇେଥିଲେ।
ପ୍ରଥମ ରାଜାବଳୀ 14:4
ରାଜା ୟାରବିଯାମଙ୍କ ନିର୍ଦ୍ଦେଶ ଅନୁସାରେ ୟାରବିଯାମଙ୍କ ପତ୍ନୀ ଶିଲୋସ୍ଥିତ ଭବିଷ୍ଯଦ୍ବକ୍ତା ଅହିଯଙ୍କ ଗୃହକୁ ଗଲେ। ଅତ୍ଯନ୍ତ ବୃଦ୍ଧ ହାଇୟୋଇ ଥିବାରୁ ଅହିଯ ଅନ୍ଧ ହାଇେ ୟାଇଥିଲେ।
ଗୀତସଂହିତା 90:10
ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ୟଦି ଆମ୍ଭେ ଶକ୍ତିଶାଳୀ ତବେେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ୟନ୍ତ୍ରଣାରେ ଭରପୁର ହାଇେଥାଏ। ଏହାପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।