ୟାହାଫଳରେ ତୁମ୍ଭେ ସମାନଙ୍କେ ରକ୍ତରେ ଚାଲିପାରିବ। ତୁମ୍ଭମାନଙ୍କର କୁକୁରଗୁଡ଼ିକ ସମାନଙ୍କେର ରକ୍ତ ଚାଟି ପାରିବେ।
Cross references
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
ଆଉ ସମାନେେ ଶମରିଯାର ପୋଖରୀଠା ରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠା ରେ ବେଶ୍ଯାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବ୍ର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।
ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।
ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।
ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।
ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।