ଆଉ ସମାନେେ ଶମରିଯାର ପୋଖରୀଠା ରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠା ରେ ବେଶ୍ଯାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବ୍ର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
Cross references
ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।
ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।
ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
ପୂର୍ବକାଳ ରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ ତାହାସବୁ ଘଟିଲା।
ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସକଳ ପଥରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ'ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ'ଣ ତାଙ୍କ ମନେ ପଡ଼ିଲା ନାହିଁ ?
ସଦାପ୍ରଭୁ ପୁଣି କହିଲେ, ତୁମ୍ଭମାନେେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭମାନେେ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର ସହେି ପୂର୍ବପୁରୁଷଗଣ ଆମ୍ଭେ ବାକ୍ଯ ଶୁଣିଲେ ନାହିଁ। ସଦାପ୍ରଭୁ ଏହିସବୁ କହନ୍ତି।
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।