Home Bibles ଗୀତସଂହିତା 56:13 · ଓଡ଼ିଆ ବାଇବେଲ
ଗୀତସଂହିତା 56:13 · ଓଡ଼ିଆ ବାଇବେଲ

କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।

Cross references

ଆଦି ପୁସ୍ତକ 17:1

ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।

ଲେବୀୟ ପୁସ୍ତକ 23:38

ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।

ପ୍ରଥମ ଶାମୁୟେଲ 2:9

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।

ଆୟୁବ ପୁସ୍ତକ 33:30

କାହିଁକି ? ସହେି ଲୋକକୁ ଚତାବେନୀ ଦଇେ ତା'ର ଆତ୍ମାକୁ ମୁକ୍ତି ଦଇେ ତାକୁ ମରଣରୁ ରକ୍ଷା କରନ୍ତି। ଫଳ ରେ ସେ ଲୋକ ତା'ର ଜୀବନ ଆନନ୍ଦ ରେ ବିତାଇବ।

ଗୀତସଂହିତା 17:5

ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 49:15

କିନ୍ତୁ ପରମେଶ୍ବର ମାେତେ ସେଥିରୁ ମୁକ୍ତ କରିବେ ଓ ମାରେ ଜୀବନ ବଞ୍ଚାଇବେ। ସେ ମାେତେ ଉଦ୍ଧାର କରିବେ, ସହେି ମୃତ୍ଯୁର କବର ମଧ୍ଯରୁ ସେତବେେଳେ ସେ ମାେତେ ତାଙ୍କର ସଙ୍ଗରେ ନଇେଯିବେ।

ଗୀତସଂହିତା 86:12

ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

ଗୀତସଂହିତା 94:18

ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।

ଗୀତସଂହିତା 116:8

ସଦାପ୍ରଭୁ, ତୁମ୍ଭେ ମୃତ୍ଯୁରୁ ମାରେ ପ୍ରାଣକୁ ରକ୍ଷା କଲ। ମାରେ ଲୋତକ ବନ୍ଦ କଲ। ତୁମ୍ଭେ ଝୁଣ୍ଟି ପଡ଼ିୟିବାରୁ ମାେତେ ରକ୍ଷା କର।

ଗୀତସଂହିତା 145:14

ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି। ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।

ଯିଶାଇୟ 2:5

ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।

ଯିଶାଇୟ 38:3

ହେ ସଦାପ୍ରଭୁ, ମୁଁ ବିନଯ କରି କହୁଅଛି, ମୁଁ ବିଶ୍ବସ୍ତ ଭାବରେ ସର୍ବାନ୍ତଃକରଣ ରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର। ଏହା କହି ହିଜକିଯ ଅତିଶଯ ରୋଦନ କଲା।

ଯୋହନଲିଖିତ ସୁସମାଚାର 8:12

ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।

ଯୋହନଲିଖିତ ସୁସମାଚାର 12:35

ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:10

ପରମେଶ୍ବର ଆମ୍ଭମାନଙ୍କୁ ମୃତ୍ଯୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ବର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 5:8

ଅତୀତ ରେ ତୁମ୍ଭେ ଅନ୍ଧକାର ରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠା ରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:10

ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

ଏବ୍ରୀ 2:15

ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।

ଯାକୁବଙ୍କ ପତ୍ 5:20

ଏହା ମନରେଖ : ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫରୋଇ ଆଣେ, ତବେେ ସେ ମୃତ୍ଯୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ବାରା, ସହେି ଲୋକ ଅନକେ ପାପକ୍ଷମାର କାରଣ ହାଇପୋରିଥାଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23

ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

Interlinear

Choose Theme