Home Bibles ଏବ୍ରୀ 2:15 · ଓଡ଼ିଆ ବାଇବେଲ
ଏବ୍ରୀ 2:15 · ଓଡ଼ିଆ ବାଇବେଲ

ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।

Cross references

ଆୟୁବ ପୁସ୍ତକ 18:11

ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।

ଆୟୁବ ପୁସ୍ତକ 18:14

ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।

ଆୟୁବ ପୁସ୍ତକ 24:17

ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।

ଆୟୁବ ପୁସ୍ତକ 33:21

ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।

ଗୀତସଂହିତା 33:19

ପ୍ରଭୁ ସହେି ଲୋକମାନଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରନ୍ତି। ସେ ସମାନଙ୍କେୁ ଶକ୍ତି ପ୍ରଦାନ କରନ୍ତି। ଯେତବେେଳେ ସମାନେେ ଅତ୍ଯନ୍ତ ଭୋକିଲା ଥାନ୍ତି।

ଗୀତସଂହିତା 55:4

ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।

ଗୀତସଂହିତା 56:13

କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।

ଗୀତସଂହିତା 73:19

ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ଗୀତସଂହିତା 89:48

ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି କବେବେି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି ସମାଧିରୁ ରକ୍ଷା ପାଇ ପାରିବ।

ଲୂକଲିଖିତ ସୁସମାଚାର 1:74

ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।

ରୋମୀୟଙ୍କ ପ୍ରତି ପତ୍ର 8:15

ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହବୋକୁ ଦବେେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହବେେ ନାହିଁ। ଆମ୍ଭ ଭିତ ରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ବରଙ୍କର ସନ୍ତାନ କରି ଦିଅନ୍ତି। ଓ ସହେି ଆତ୍ମାଙ୍କ ସହିତ ଆମ୍ଭେ କହୁ, 'ପିତା, ପ୍ରିୟ ପିତା।'

ରୋମୀୟଙ୍କ ପ୍ରତି ପତ୍ର 8:21

ଯେପରି ପରମେଶ୍ବର ସୃଷ୍ଟି କରିଥିବା ପ୍ରେତ୍ୟକକ ବସ୍ତୁ ବିନାଶରୁ ମୁକ୍ତ ହବେ। ଏହି ଭରସା ଥିଲା ଯେ ପରମେଶ୍ବରଙ୍କ ସନ୍ତାନମାନଙ୍କ ପାଇଁ ଯାହା କିଛି ନିର୍ମିତ ହାଇେଛି ସଗେୁଡିକ ସହେି ସ୍ବାଛନ୍ଦ ଓ ମହିମାର ଭାଗୀ ହବେେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:50

ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏକଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହାଇେ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:10

ପରମେଶ୍ବର ଆମ୍ଭମାନଙ୍କୁ ମୃତ୍ଯୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ବର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।

ଗାଲାତୀୟଙ୍କ ପ୍ରତି ପତ୍ର 4:21

ଏବେ ମଧ୍ଯ ତୁମ୍ଭମାନଙ୍କ ଭିତରୁ କେତକେ ବ୍ଯବସ୍ଥା ଅଧିନ ରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭମାନେେ ଜାଣ କି ବ୍ଯବସ୍ଥା କ'ଣ କୁ ହେ ?

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:7

ପରମେଶ୍ବର ଆମ୍ଭକୁ ଭୟର ଆତ୍ମା ଦଇେ ନାହାଁନ୍ତି। ସେ ଆମ୍ଭକୁ ଶକ୍ତି, ପ୍ ରମେ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି।

Interlinear

Choose Theme