ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।
Cross references
ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।
ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।
ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହବେ। ମାରେ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦବେେ। ଅତୀତ ରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ବର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦବେେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ?
ୟିରୁଶାଲମ ରେଶିମିଯୋନ ନାମ ରେ ଜଣେ ଅତ୍ଯନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇଶ୍ରାୟେଲକୁ ସାନ୍ତ୍ବନା କରିବା ନିମନ୍ତେ ପରମେଶ୍ବର କବେେ ଆସିବେ, ସହେି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ର ଆତ୍ମା ତାହାଙ୍କ ମଧିଅରେ ଥିଲେ।
ଯୋହନଙ୍କ ନିକଟକୁ ବାପ୍ତିଜିତ ହବୋ ପାଇଁ ଲୋକମାନେ ଆସିଲେ। ଯୋହନ ସମାନଙ୍କେୁ କହିଲେ, ତୁମ୍ଭମାନେେ ବିଷଧର ସାପ ଭଳି। ପରମେଶ୍ବରଙ୍କ ଆସୁଥିବା ମହା କୋରଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚତାଇେ ଦଲୋ?
ସହେି ଦୁଇଜଣ ପୁରୁଷ ପ୍ ରରେିତମାନଙ୍କୁ କହିଲେ, ହେ ଗାଲିଲୀର ଲୋକେ, ତୁମ୍ଭମାନେେ ଏଠା ରେ ଠିଆ ହାଇେ ଆକାଶ ଆଡ଼େ କାହିଁକି ଚାହିଁଛ? ଏହି ଯୀଶୁଙ୍କୁ ଯେପରି ତୁମ୍ଭମାନଙ୍କ ମଧ୍ଯରୁ ଉଠାଇ ନିଆଗଲା, ସେ ସ୍ବର୍ଗକୁ ଗଲେ ଓ ତୁମ୍ଭମାନେେ ତାହାଙ୍କୁ ଉପରକୁ ୟିବାର ଯେପରି ଦେଖିଲ, ସହେିପରି ସେ ପୁଣି ଫରେିଆସିବେ।
କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।
ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
ତବେେ, ତୁମ୍ଭମାନେେ ସମସ୍ତେ ଓ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ ଯେ, ଏହା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଏହି ଲୋକଟି ସୁସ୍ଥ ହାଇେଛି। ତୁମ୍ଭମାନେେ ସହେି ଯୀଶୁଙ୍କୁ କୃଶ ରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ତାହାଙ୍କ ଦ୍ବାରା ଏହି େଛାଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହାଇେଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖ ରେ ଠିଆ ହାଇେଛି।
ତୁମ୍ଭମାନେେ ଯେଉଁ ଯୀଶୁଙ୍କୁ କୃଶ ରେ ଝୁଲଇେ ହତ୍ଯା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ବର ମୃତ୍ଯୁରୁ ଉଠାଇଛନ୍ତି।
କିନ୍ତୁ ତାହାଙ୍କ ମୃତ୍ଯୁର ତିନିଦିନ ପରେ ପରମେଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ଯରୁ ପୁନର୍ଜିବୀତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦଖାଇେଲେ।
ସେ ଜଣଙ୍କୁ ନ୍ଯାୟ ବିଚ଼ାର ପାଇଁ ନିୟୁକ୍ତି ଦଇେଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସହେି ସମଗ୍ର ବିଶ୍ବକୁ ତାହାଙ୍କ ଦ୍ବାରା ନ୍ଯାୟ ସହିତ ବିଚ଼ାର କରିବେ। ସେ ପ୍ରେତ୍ୟକକଙ୍କ ଆଗ ରେ ଯୀଶୁଙ୍କର ମୃତ୍ଯୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦଇେଛନ୍ତି।
ସେ ଦାଉଦଙ୍କ ବଂଶ ରେ ମନୁଷ୍ଯ ରୂପରେ ଜନ୍ମ ହାଇେଥିଲେ। କିନ୍ତୁ, ପବିତ୍ର ଆତ୍ମା ଦ୍ବାରା ପୁନରୁତ୍ଥାନର ଫଳ ସ୍ବରୂପ ସେ ମହାନ ଶକ୍ତି ସହିତ ପରମେଶ୍ବରଙ୍କର ପୁତ୍ର ରୂପେ ଘୋଷିତ ହେଲେ।
କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।
ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କର କୋରଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା।
କବଳେ ଜଗତ ନୁହେଁ, ଆମ୍ଭେ ମଧ୍ଯ ସହେିପରି ବଦନୋପୂର୍ବକ ଅପେକ୍ଷା ରେ ଅଛୁ। ପରମେଶ୍ବରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ବରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥି-ପାଇଁ ଅପେକ୍ଷା କରିଛୁ ଯେ , ପରମେଶ୍ବର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭମାନେେ ଶରୀରଗୁଡିକ ମୁକ୍ତି ପାଇଁ ଅପେକ୍ଷା କରିଛୁ।
କିଏ କହି ପାରିବ ଯେ ପରମେଶ୍ବରଙ୍କ ଲୋକମାନେ ଦୋଷୀ? କହେି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ଯୁ କଲେ, କିନ୍ତୁ ତାହାହିଁ ସବୁ କିଛି ନୁହେଁ। ସେ ମୃତ୍ଯୁରୁ ମଧ୍ଯ ଜୀବିତ ହେଲେ। ସେ ଏବେ ପରମେଶ୍ବରଙ୍କ ଡାହାଣ ପଟ ରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ବରଙ୍କୁ ନିବଦନକରେୁଛନ୍ତି।
ଅତଏବ ଯେତବେେଳେ ତୁମ୍ଭମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତବେେଳେ ତୁମ୍ଭମାନେେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ।
ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ବର୍ଗ। ଆମେ ସ୍ବର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି।
ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ଯ ଅଟନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ଯୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ବର ହାଇେଥିବା ପ୍ରଭୁ। ଅତଏବ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ବପୂର୍ଣ୍ଣ ଅଟନ୍ତି।
ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକମାନଙ୍କ ପାଇଁ ତୁମ୍ଭମାନେେ ଆଦର୍ଶ ହାଇେଥିଲ।
ଆମ୍ଭମାନେେ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତ। ଅତଏବ ତୁମ୍ଭମାନଙ୍କ ମଧିଅରେ ଥିଲା ବେଳେ ଆମ୍ଭମାନେେ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜଣେ ମାଆ ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସହେିପରି କଲୁ।
ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।
ସ୍ବର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତବେେଳେ ଉଚ୍ଚ ସ୍ବର ରେ ଏକ ଆଦେଶ ହବେ। ମୁଖ୍ଯ ସ୍ବର୍ଗଦୂତଙ୍କ ସ୍ବର ଓ ପରମେଶ୍ବରଙ୍କ ତୂରୀନାଦ ମାଧ୍ଯମ ରେ ଏହି ଆଦେଶ ଦିଆ ହବେ। ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଥାଇ ମରିଛନ୍ତି, ସମାନେେ ପ୍ରଥମ ରେ ପୁନରୁତ୍ଥିତ ହବେେ।
ଯେ ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କ କୋର୍ଧର ବିଷୟ ହବୋ ପାଇଁ ବାଛି ନାହାଁନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ମୁକ୍ତି ପାଇବା ପାଇଁ ପରମେଶ୍ବର ଆମ୍ଭକୁ ବାଛିଛନ୍ତି।
ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।
ଓକିଲ ଜୀନା ଓ ଆପଲ୍ଲ ସଠାରୁେ ଆସୁଛନ୍ତି। ସମାନଙ୍କେ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ଯ ସାହାୟ୍ଯ କର। ତୁମ୍ଭେ ସତର୍କ ହୁଅ ଯେ ସମାନଙ୍କେର କୌଣସି ଅଭାବ ନ ଘଟୁ।
ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।
ଆମ୍ଭେ ଯଦି ପାପ କରି ଚାଲୁଥିବା, ତା ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଚାରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ବରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି।
ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବର ଧନ୍ଯ ହେଉନ୍ତୁ। ପରମେଶ୍ବରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ବାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦଇେଛନ୍ତି। ଯୀଶୁଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହବୋ ଦ୍ବାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦଇେଛି।
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ବିଶ୍ବାସ କର। ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ବାସ ଓ ଭରସା ପରମେଶ୍ବରଙ୍କ ଠା ରେ ଅଛି।
ଏହା କରିବାକୁ ତୁମ୍ଭେ ଆହ୍ବାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦଖାଇେ ଦଇଯୋଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ଯ କଷ୍ଟ ଭୋଗିଲା ବେଳେ ର୍ଧୈୟ୍ଯଶୀଳ ହବୋ ଉଚିତ।
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,
ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷା ରେ ରହିବା ଉଚିତ। ସହେି ଦିନ ଆସିଲେ ଅଗ୍ନି ଦ୍ବାରା ଆକାଶ ନଷ୍ଟ ହାଇେ ୟିବ ଓ ଆକାଶ ରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ୟିବ।