ଏହାପରେ ସମାନେେ ଜାଣିବେ ୟେ ୟାହାର ନାମ ୟି ହାବୋ, ତୁମ୍ଭେ ପ୍ରକୃତରେ, ସମୁଦାଯ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ବର ଅଟ।
Cross references
ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।
ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଦର୍ଶନ ଦଇେଥିଲୁ। ସମାନେେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ବର ବୋଲି କହିଥିଲେ। ସମାନେେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନଥିଲେ।
ହେ ସଦାପ୍ରଭୁ, ମାେ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦଖାଇେ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ବର, ତାହା ହେଲେ ସମାନେେ ସର୍ବାନ୍ତଃକରଣ ରେ ଜାଣିବେ ଯେ ତୁମ୍ଭେ ସମାନଙ୍କେୁ ତୁମ୍ଭ ନିକଟକୁ ଫରୋଇ ଆଣିଛ।
ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।
ତୁମ୍ଭେ ମତେ ଅତି ଆନନ୍ଦ ଦଇେଛା ହେ ସର୍ବୋପରିସ୍ଥ ପରମେଶ୍ବର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।
ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।
ସଦାପ୍ରଭୁ ଆକାଶ ମଧ୍ଯରୁ ଗର୍ଜ୍ଜନ କଲେ। ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
କିଛି ଲୋକ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି। ସମାନଙ୍କେୁ ନିରାଶ କର ଓ ସମାନଙ୍କେୁ ଲଜ୍ଜିତ କର। ସମାନଙ୍କେୁ ଘଉଡ଼ାଇ ଦିଅ। ସହେି ଲୋକମାନେ ମାେତେ ବଧ କରିବାକୁ ଯୋଜନା କରୁଥିଲେ ସମାନଙ୍କେୁ ପରାସ୍ତ କର ଓ ହତୋତ୍ସାହ କର।
ସମାନଙ୍କେୁ ତୁମ୍ଭ କୋର୍ଧରେ ଧ୍ବଂସ କର। ସମାନଙ୍କେୁ ସଂପୂର୍ଣ୍ଣରୂପେ ଧ୍ବଂସ କର। ତା ହେଲେ ସମସ୍ତ ପୃଥିବୀବାସୀ ଜାଣିବେ ୟେ, ପରମେଶ୍ବର ଇଶ୍ରାୟେଲର ଶାସକ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗଯ ପୃଥିବୀର ଶାସକ। ତୁମ୍ଭେ ଅନ୍ୟ ଦବେତାମାନଙ୍କଠାରୁ ଉତ୍ତମ।
ସଦାପ୍ରଭୁ ସର୍ବ ଶକ୍ତିମାନ ଉତ୍ତମ ବିଚାର କରିଲବ ଏବଂସଲାକମାଲନସସ ମହାନ୍ସବାଲି ଜାଣିବଲ। ପବିତ୍ର ପରଲମଶ୍ବର ଧାର୍ମିକତା ଆଣିଲବ ଓସଲାକମାଲନ ତାଙ୍କୁ ଭକ୍ତି କରିଲବ।
ମୁଁ ସଦାପ୍ରଭୁ ଓ ତାହାହିଁ ମାରେ ନାମ। ମାରେ ପ୍ରଶଂସା ଓ ମହିମା ମୁଁ ସହେି ଖାଦେିତ ପ୍ରତିମାଗଣକୁ ଦବେି ନାହିଁ।
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
ସଦାପ୍ରଭୁ କହନ୍ତି, ତେଣୁ ଆମ୍ଭେ ସମାନଙ୍କେୁ ଜଣାଇବା। ବର୍ତ୍ତମାନରୁ ସମାନଙ୍କେୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା। ତାହା ହେଲେ ଆମ୍ଭର ନାମ ଯେ ସଦାପ୍ରଭୁ ଏହା ସମାନେେ ଜାଣିବେ।
ଏହିରୂପେ ମୁଁ ମିଶର ରେ ଦଣ୍ଡାଜ୍ଞା ସଫଳ କରିବି। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।'
ଏବଂ ଏହି ପ୍ରକା ରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦଖାଇେ ଦବେି ଯେ, ମୁଁ ମହାନ୍ ଓ ପବିତ୍ର ଅଟେ। ତାହା ହେଲେ ସମାନେେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।
ତେଣୁ ସେ ଉତ୍ତର ଦେଲେ, ଏହି ଅଭିଷିକ୍ତ ଦୁଇଜଣ ୟିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।