ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
Cross references
ସଦାପ୍ରଭୁ ଏ ପୃଥିବୀର ୟେକୌଣସି ସ୍ଥାନରେ ଚାହିଁଲେ ୟୁଦ୍ଧ ବନ୍ଦ କରିପାରିବେ। ୟଦି ସେ ଚା ହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରିପାରିବେ, ସେ ଢ଼ାଲକୁ ପୋଡ଼ି ଦଇପୋରିବେ।
ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।
ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।
ହେ ଧନୁର୍ଦ୍ଧର ବୀରଗଣ, ତୁମ୍ଭମାନେେ ବାବିଲ ବିରୁଦ୍ଧ ରେ ଆପଣା ସୈନ୍ଯ ସଜାଅ। ତୁମ୍ଭମାନଙ୍କର କୌଣସି ବାଣ ନ ରଖି ତାହା ପ୍ରତି ନିକ୍ଷପେ କର, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛି।
ବାବିଲ ବିରୁଦ୍ଧ ରେ ସମସ୍ତ ଧନୁର୍ଦ୍ଧରମାନଙ୍କୁ ଧନୁ ରେ ଗୁଣ ଦବୋକୁ ଏକତ୍ରୀତ କର। ତାହା ବିରୁଦ୍ଧ ରେ ଚାରିଆଡ଼େ ଏକତ୍ରୀତ ହୁଅ। ତାହା ବିରୁଦ୍ଧ ରେ ଚାରିଆଡ଼େ ଛାଉଣୀ ସ୍ଥାପନ କର। ସେଥିରୁ ତାକୁ ରକ୍ଷା ପାଇବାକୁ ଦିଅ ନାହିଁ। ତାହାର କର୍ମାନୁସା ରେ ତାକୁ ପ୍ରତିଫଳ ଦିଅ। ସେ ଯେପରି କରିଛି ତା' ପ୍ରତି ସହେିପରି କର। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଓ ଇଶ୍ରାୟେଲର ଧର୍ମସ୍ବରୂପ ବିରୁଦ୍ଧ ରେ ନିଷ୍ଠୁର ହାଇେଅଛ।
ବାବିଲ ବିରୁଦ୍ଧ ରେ ସମାନେେ ଆସିବେ ଓ ତାହାକୁ ଧ୍ବଂସ କରିବେ। ସମାନଙ୍କେର ବୀରଗଣ ଧରାଯିବେ ଓ ସମାନଙ୍କେର ଧନୁସବୁ ଖଣ୍ଡ ଖଣ୍ଡ ହାଇେ ଭଙ୍ଗାୟିବ। କାରଣ ସଦାପ୍ରଭୁ ସମାନଙ୍କେର ଦୁଷ୍କର୍ମ ଯୋଗୁଁ ନିଶ୍ଚଯ ପ୍ରତିଫଳ ଦବେେ।