Home Bibles ଦିତୀୟ ବଂଶାବଳୀ 21:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 21:18 · ଓଡ଼ିଆ ବାଇବେଲ

ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହାରୋମ୍ଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗ ରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହାଇେ ପାରିଲା ନାହିଁ।

Cross references

ଦିତୀୟ ରାଜାବଳୀ 9:29

ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ବରର ଏକାଦଶ ବର୍ଷ ରେ ଅହସିଯ ଯିହୁଦା ଉପରେ ରାଜ୍ଯ କରିବାକୁ ଆରମ୍ଭ କରିଥିଲେ।

ଦିତୀୟ ବଂଶାବଳୀ 21:15

ତୁମ୍ଭର ଅନ୍ତ ରେ ଏକ ଭୟଙ୍କର ରୋଗ ହବେ। ତାହା ଦିନକୁ ଦିନ ପ୍ରବଳତର ହବେ। ଶଷେ ରେ ସହେି ଭୟଙ୍କର ରୋଗ ହତେୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 12:23

େ ହରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ବରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶଷେ ରେ ସେ ମୃତ୍ଯୁବରଣ କଲେ।

Interlinear

Choose Theme