Home Bibles ଗୀତସଂହିତା 38:4 · ଓଡ଼ିଆ ବାଇବେଲ
ଗୀତସଂହିତା 38:4 · ଓଡ଼ିଆ ବାଇବେଲ

ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।

Cross references

ଲେବୀୟ ପୁସ୍ତକ 7:18

ଯଦି ତୃତୀୟ ଦିନ ରେ ସହେି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାୟାଏ, ତବେେ ତାହା ଗ୍ରାହ୍ଯ ହବେ ନାହିଁକିମ୍ବା ତାହା ବଳିଦାନକାରୀ ପକ୍ଷ ରେ ଗଣାୟିବ ନାହିଁ। ତାହା ଘୃଣା ଯୋଗ୍ଯ ହବେ, ଆଉ ଯେଉଁ ବ୍ଯକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।

ଏଜ୍ରା 9:6

ହେ ମାରେ ପରମେଶ୍ବର,

ଆୟୁବ ପୁସ୍ତକ 33:19

କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।

ଗୀତସଂହିତା 40:12

ଦୁଷ୍ଟ ଲୋକମାନେ ମାେ ଚାରିକଡ଼ରେ ଘରେି ରହିଛନ୍ତି। ସମାନେେ ଅନକେ ୟାହାକି ଗଣିବା କଷ୍ଟକର। ମାେ ପାପ ମାେତେ ଧରାଇ ଦଇେଛି, ତଣେୁ ମୁଁ ମାରେ ପାପରୁ ଉଦ୍ଧାର ପାଇପାରିବି ନାହିଁ। ମାରେ ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ଯାଠାରୁ ଅଧିକ ଓ ମାରେ ହୃଦଯ ମାେତେ ପରିତ୍ଯାଗ କରିଅଛି।

ଗୀତସଂହିତା 107:17

କେତକେ ମୂର୍ଖ ହାଇଗେଲେ କାରଣ ସମାନଙ୍କେର ନିଜର ପାପ ୟୋଗୁଁ ଏବଂ ସମାନେେ ଅଧର୍ମାଚରଣ କଲେ।

ଯିଶାଇୟ 53:11

ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିରିମିୟଙ୍କ ବିଳାପ 1:14

ମାରେ ପାପରୂପୀ ୟୁଆଳି ସଦାପ୍ରଭୁଙ୍କ ହସ୍ତ ରେ ବନ୍ଧା ୟାଇଅଛି। ସଦାପ୍ରଭୁଙ୍କ ସହେି ୟୁଆଳି ମାେ ସ୍କନ୍ଧ ଉପରକୁ ଆସିଅଛି, ସେ ମାେତେ ସମ୍ପୁର୍ଣ୍ଣ ଦୁର୍ବଳ କରିଦଇେଛନ୍ତି। ଯେଉଁମାନଙ୍କ ବିରୁଦ୍ଧ ରେ ମୁଁ ଠିଆ ହାଇପୋରିବି ନାହିଁ, ସମାନଙ୍କେ ହସ୍ତ ରେ ସଦାପ୍ରଭୁ ମାେତେ ସମର୍ପଣ କରିଛନ୍ତି।

ମାଥିଉଲିଖିତ ସୁସମାଚାର 11:28

ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

ପିତରଙ୍କ ପ୍ରଥମ ପତ୍ 2:24

ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

Interlinear

Choose Theme