Home Bibles ଗୀତସଂହିତା 38:16 · ଓଡ଼ିଆ ବାଇବେଲ
ଗୀତସଂହିତା 38:16 · ଓଡ଼ିଆ ବାଇବେଲ

ୟଦି ମୁଁ କିଛି କ ହେ, ମାରେ ଶତ୍ରୁମାନେ ମାେତେ ପରିହାସ କରିବେ। ସମାନେେ ଦେଖିବେ ୟେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। ସମାନେେ କହିବେ, ପରମେଶ୍ବର ମାେତେ ଦଣ୍ଡ ଦେଉଛନ୍ତି।

Cross references

ଦିତୀୟ ବିବରଣ 32:35

ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ଗୀତସଂହିତା 13:3

ଏକ ଶିଶୁ ତା'ର ମା କୋଳରେ ଥିବାପରି ମୁଁ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

ଗୀତସଂହିତା 35:24

ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭର ନ୍ଯାଯରେ ମାରେ ବିଚାର କର। ସହେି ଲୋକମାନଙ୍କୁ ମାେତେ ପରିହାସ କରିବାକୁ ଦିଅ ନାହିଁ।

ଗୀତସଂହିତା 94:18

ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।

Interlinear

Choose Theme