ମୁଁ ଜାଣେ ମୁଁ ପାପର ଶାନ୍ତି ଭୋଗୁଛି, ମୁଁ ମାରେ ୟନ୍ତ୍ରଣାକୁ ଭୁଲିପାରିବି ନାହିଁ।
Cross references
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।
ମାରେ ଶତ୍ରୁମାନେ ବିନା କାରଣରେ ମାେ ସହିତ ଆଉ ପରିହାସ କରିବେ ନାହିଁ। ସମାନେେ ନିଶ୍ଚଯ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହବେେ।
ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।
ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।
ସଦାପ୍ରଭୁ କୁହନ୍ତି, ଆଘାତପ୍ରାପ୍ତ, ପଙ୍ଗୁ, ବିତାଡିତ ଓ ଦଣ୍ତିତ ୟିରୁଶାଲମକୁ ଆମ୍ଭେ ପୁନର୍ବାର ଫରୋଇ ଆଣିବା।