Home Bibles ☰ Books ଗୀତସଂହିତା 38:15 · ଓଡ଼ିଆ ବାଇବେଲ
ଗୀତସଂହିତା 38:15 · ଓଡ଼ିଆ ବାଇବେଲ

ତଣେୁ ହେ ସଦାପ୍ରଭୁ ତୁମ୍ଭେ ମାେତେ ନିଶ୍ଚଯ ସହାୟ ହବେ। ହେ ପରମେଶ୍ବର ମାରେ ସଦାପ୍ରଭୁ ତୁମ୍ଭେ ମାେ ପାଇଁ ନିଶ୍ଚଯ କହିବ।

Cross references

ଗୀତସଂହିତା 17:6

ମୁଁ ଯେତବେେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମାେତେ ଉତ୍ତର ଦିଅ। ତଣେୁ ବର୍ତ୍ତମାନ ମାରେ କଥା ଶୁଣ।

ଗୀତସଂହିତା 39:7

ହେ ମାରେ ପ୍ରଭୁ, ମାରେ ଆଉ କ'ଣ ଆଶା ଅଛି ? ତୁମ୍ଭେ ମାରେ ସମସ୍ତ ଆଶା ଓ ଭରସା।

ଗୀତସଂହିତା 123:1

ସଦାପ୍ରଭୁ, ମୁଁ ତୁମ୍ଭକୁ ଚାହିଁ, ପ୍ରାର୍ଥନା କରେ। ତୁମ୍ଭେ ସ୍ବର୍ଗରେ ରାଜାପରି ବସ।

ଗୀତସଂହିତା 138:3

ହେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକିଲି। ତୁମ୍ଭେ ମାେତେ ଉତ୍ତର ଦଲେ !ତୁମ୍ଭେ ମାେତେ ସାହାସୀ ଏବଂ ଶକ୍ତ କଲ।

ଯିଶାଇୟ 53:7

ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।

Interlinear

Choose Theme