ମୁଁ ଜଣେ ବଧୀର ବ୍ଯକ୍ତି ପରି ୟିଏ, ପ୍ରେତ୍ୟକକ ଲୋକମାନେ ୟାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। ମୁଁ ସମାନଙ୍କେ ସହିତ ୟୁକ୍ତି ଏବଂ ପ୍ରମାଣ କରିପାରିବି ନାହିଁ କାରଣ ମାରେ ଶତ୍ରୁମାନେ ଭୁଲ୍ କରୁଛନ୍ତି।
Cross references
ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।
ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ପ୍ରଧାନ ଯାଜକମାନେ ଅନକେ ବିଷୟ ରେ ଯୀଶୁଙ୍କୁ ଅଭିୟୁକ୍ତ କଲେ।
ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।