Home Bibles ଗୀତସଂହିତା 37:33 · ଓଡ଼ିଆ ବାଇବେଲ
ଗୀତସଂହିତା 37:33 · ଓଡ଼ିଆ ବାଇବେଲ

ସଦାପ୍ରଭୁ କେ ହବେଲେେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦବେେ ନାହିଁ। ପରମେଶ୍ବର କବେେ ହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ଯସ୍ତ କରିବେ ନାହିଁ।

Cross references

ପ୍ରଥମ ଶାମୁୟେଲ 23:26

ଶାଉଲ ପର୍ବତର ଏକ ପାଶର୍‌ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍‌ବ ରେ ଘରେି ୟାଇଥିଲେ।

ଗୀତସଂହିତା 31:7

ପରମେଶ୍ବର ଦୟାର ସାଗର। ତଣେୁ ମାେତେ ସୁଖରେ ରଖନ୍ତି। ତୁମ୍ଭେ ମାରେ ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମାେ ଉପରେ ଯେଉଁ ବିପଦ ପଡ଼ିଥିଲା।

ଗୀତସଂହିତା 109:31

କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।

ଗୀତସଂହିତା 124:6

ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।

ରୋମୀୟଙ୍କ ପ୍ରତି ପତ୍ର 8:1

ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 8:33

ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:17

ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।

ପିତରଙ୍କ ଦିତୀୟ ପତ୍ର 2:9

ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।

Interlinear

Choose Theme