Home Bibles ☰ Books ଗୀତସଂହିତା 31:7 · ଓଡ଼ିଆ ବାଇବେଲ
ଗୀତସଂହିତା 31:7 · ଓଡ଼ିଆ ବାଇବେଲ

ପରମେଶ୍ବର ଦୟାର ସାଗର। ତଣେୁ ମାେତେ ସୁଖରେ ରଖନ୍ତି। ତୁମ୍ଭେ ମାରେ ଦୂରାବସ୍ଥା ଦେଖିଛ। ତୁମ୍ଭେ ଜାଣ ମାେ ଉପରେ ଯେଉଁ ବିପଦ ପଡ଼ିଥିଲା।

Cross references

ନିହିମିୟା 9:32

ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।

ଆୟୁବ ପୁସ୍ତକ 10:9

ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?

ଆୟୁବ ପୁସ୍ତକ 23:10

ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।

ଗୀତସଂହିତା 1:6

କାରଣ ସଦାପ୍ରଭୁ କବଳେ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି ଦୁଷ୍ଟ ଲୋକମାନଙ୍କର କାର୍ୟ୍ଯ ବିନଷ୍ଟ କରନ୍ତି।

ଗୀତସଂହିତା 9:13

ମୁଁ ଏହି ପ୍ରାର୍ଥନା ପରମେଶ୍ବରଙ୍କ ନିକଟରେ କରିବି, ହେ ସଦାପ୍ରଭୁ, ମାେ ପ୍ରତି ଦୟାକର। ଦେଖ, ମାରେ ଶତ୍ରୁମାନେ କିଭଳି ମାେ ପଛରେ ମାେତେ ଆଘାତ କରିବାକୁ ଲାଗିଛନ୍ତି। ମାେତେ 'ମୃତ୍ଯୁ ସ୍ଥାନରୁ' ଉଦ୍ଧାର କର।

ଗୀତସଂହିତା 10:14

ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।

ଗୀତସଂହିତା 13:5

ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।

ଗୀତସଂହିତା 25:18

ହେ ସଦାପ୍ରଭୁ ମାରେ ଦୁଃଖ ଓ କ୍ଲେଶ ପ୍ରତି ଦୃଷ୍ଟିପାତ କର। ମୁଁ ଯେଉଁ ପାପ କରିଛି, ସେଥିଲାଗି ମାେତେ କ୍ଷମା କର।

ଗୀତସଂହିତା 71:20

ତୁମ୍ଭେ ମାେ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦଇେଛ। ମାେ ଜୀବନକୁ ପୁନଃସ୍ଥାପନ କର। ଯେତବେେଳେ ମୁଁ ପ୍ରାଯ ମୃତ ପରି ଥିଲି, ମାେ ଜୀବନକୁ ରକ୍ଷା କଲ।

ଗୀତସଂହିତା 90:14

ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର। ଆମ୍ଭମାନଙ୍କୁ ୟାବଜ୍ଜୀବନ ଖୁସି ଓ ଆନନ୍ଦିତ ହବୋକୁ ଦିଅ।

ଗୀତସଂହିତା 119:153

ହେ ସଦାପ୍ରଭୁ, ମାରେ ୟନ୍ତ୍ରଣାକୁ ଦେଖ ଓ ମାେତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।

ଗୀତସଂହିତା 142:3

ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି।

Interlinear

Choose Theme