ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।
Cross references
ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'
ମୁ ନିଶ୍ଚିତ, ସମାନେେ ୟକ୍ସ୍ଟଦ୍ଧ ରେ ବିଜଯୀ ହାଇେଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀ ସବୁ ନଇେ ଯାଉଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀକକ୍ସ୍ଟ ସମାନଙ୍କେ ମଧିଅରେ ଭାଗ କରୁଛନ୍ତି। ପ୍ରେତ୍ୟକକ ସୈନ୍ଯ ଗୋଟିଏ ବା ଦକ୍ସ୍ଟଇଟି ୟକ୍ସ୍ଟବତୀ ନେଉଛନ୍ତି। ହାଇପୋ ରେ ସୀଷରା ରଂଗ କରାୟାଇଥିବା ବସ୍ତ୍ର ଖଣ୍ଡେ, ରଂଗ କରାୟାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜତାେ ସୀଷରାର ପରିଧାନ ପାଇଁ ଦକ୍ସ୍ଟଇଟି ଖଣ୍ତ ପାଇଅଛି।
ବର୍ତ୍ତମାନ ତୁମ୍ଭେ ମାେତେ ସଦାପ୍ରଭୁଙ୍କଠାରୁ ଦୂର ରେ ମରିବାକକ୍ସ୍ଟ ଦିଅ ନାହିଁ। ଇଶ୍ରାୟେଲର ରାଜା ଗୋଟିଏ ଡାଆଁଶର ଅନ୍ବଷେଣ ରେ କିମ୍ବା ପର୍ବତ ରେ ଏକ ତିତ୍ତିର ପକ୍ଷୀ ଶିକାର କରିବା ଉଦ୍ଦେଶ୍ଯ ରେ ବାହାରି ଆସିଛନ୍ତି।
ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କଠାରୁ ବଞ୍ଚାଇ ରଖ। ଯେଉଁମାନେ କି ମାେତେ ଧ୍ବଂସ କରିବାକୁ ଚାହୁଁଛନ୍ତି। ମାରେ ଚାରିକଡ଼ରେ ଥିବା ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ରକ୍ଷା କର। ଯେଉଁମାନେ ମାେତେ ଆଘାତ କରିବାକୁ ଚାହୁଁଛନ୍ତି।
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ପ୍ରାଯ ଧ୍ବଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ।
ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ୟ୍ଯପୂର୍ଣ୍ଣ। ମୁଁ ତୁମ୍ଭ ଅଦଦ୍ଭୂତ କର୍ମ ବିଷଯ ଧ୍ଯାନ କରିବି।
ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'