ହେ ଧାର୍ମିକଗଣ ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ବରଙ୍କ ପବିତ୍ର ନାମରେ ଧନ୍ଯବାଦ କର।
Cross references
ହେ ପରମେଶ୍ବରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର। ତାଙ୍କର ସହେି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ବର କୋର୍ଧିତ ହୁଅନ୍ତି। ତଣେୁ ତାଙ୍କର ନିଷ୍ପତ୍ତି ହିଁ ମୃତ୍ଯୁ। କିନ୍ତୁ ସେ ମାେ ପ୍ରତି କରୁଣା ପ୍ରଦର୍ଶନ କରି ମାେତେ ଜୀବନଦାନ ଦଇେଛନ୍ତି। ସାରା ରାତି ମୁଁ କାନ୍ଦୁଥିଲି। ତା'ପରଦିନ ସକାଳୁ ଦେଖିଲି, ମୁଁ ଖୁସିରେ ଗୀତ ବୋଲୁଛି।
ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ହେ ସରଳାନ୍ତଃକରଣର ବ୍ଯକ୍ତିମାନେ ଆନନ୍ଦିତ ହୁଅ।
ପରମେଶ୍ବର ତାଙ୍କ ମନ୍ଦିରରେ କହିଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଜଯଲାଭ ବିଷଯରେ ବହୁତ ଖୁସି ହବେି। ତା'ପରେ ମୁଁ ଏହି ଭୂମିକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦବେି। ମୁଁ ଶିଖିମ ଓ ସୁକ୍କୋଥ ଉପତ୍ୟକାକୁ ସମାନଙ୍କେୁ ଦଇଦେବେି।
ତା'ପ ରେ ହବକୂକ୍ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ କବେେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦବୋ ପାଇଁ ତୁମ୍ଭେ ସମାନଙ୍କେୁ ପଠାଇଲ କି?
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।
ହେ ୟିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇଶ୍ରାୟେଲ ମଧ୍ଯ ଆନନ୍ଦ କରିବ। ୟିରୁଶାଲମ ମଧ୍ଯ ସୁଖୀ ହବେ।
ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।
ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସମାନେେ ଯେପରି ଭଲ ଭାବିଲେ, ସହେିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ବର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହବୋପାଇଁ ସାହାୟ୍ଯ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି।