ଯେଉଁମାନେ ବନ୍ଦୀଘ ରେ ରଖା ଯାଇଥିଲେ, ସମାନଙ୍କେର ଅସୁବିଧାଗୁଡ଼ିକରେ ତୁମ୍ଭମାନେେ ଭାଗନଲେ, ଓ ସମାନଙ୍କେୁ ସାହାୟ୍ଯ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନଇେ ୟିବା ପରେ ମଧ୍ଯ ତୁମ୍ଭମାନେେ ଆନନ୍ଦ ରେ ଥିଲ। ତୁମ୍ଭମାନେେ ଆନନ୍ଦ ରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖ ରେ ଯାହା କିଛି ଅଛି ତାହା ଅତ୍ଯଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
Cross references
ଅନ୍ବଷେଣ କରିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି।ରଖିବାର ସମୟ ଅଛି ଓ ପକାଇବାର ମଧ୍ଯ ସମୟ ଅଛି।
ତୁମ୍ଭମାନେେ ମାରେ ଅନୁଗାମୀ ହାଇେଥିବା ୟୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କୁ ଯାତନା ଦବେେ ଓ ତୁମ୍ଭମାନଙ୍କ ବିରୁଦ୍ଧ ରେ ମିଛ ରେ ନାନା କଥା କହିବେ। କିନ୍ତୁ ତୁମ୍ଭମାନେେ ଧନ୍ଯ।
ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।
କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ସହତ୍ତ୍ବପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛ ଏବଂ ଏହା ତା'ଠାରୁ ଛଡଇେ ନିଆୟିବନାହିଁ।
ତେଣୁ ତୁମ୍ଭମାନେେ ନିଜର ସମସ୍ତ ସମ୍ପତ୍ତି ବିକି ଦଇେ ସହେି ଟଙ୍କା ଗରିବ ଲୋକଙ୍କ ମଧ୍ଯ ବାଣ୍ଟି ଦିଅ। ଏ ସଂସାରର ଧନସମ୍ପତ୍ତି ସବୁଦିନ ପାଇଁ ରହିବନାହିଁ। ତେଣୁ ସବୁଦିନ ରହୁ ପାରୁଥିବା ଧନସମ୍ପତ୍ତି ସଂଗ୍ରହ କରା ନିଜ ପାଇଁ ସ୍ବର୍ଗ ରେ ଧନସମ୍ପତ୍ତି ସଂଗ୍ରହ କର। ଏହା ଚିରକାଳ ରହିବ। ସ୍ବର୍ଗ ରେ ତୁମ୍ଭମାନଙ୍କ ସମ୍ପତ୍ତିକୁ କହେି ଚୋ ରଇେ ନଇେ ପାରିବନାହିଁ କି ତାକୁ କୀଟ ନଷ୍ଟ କରି ପାରିବ ନାହିଁ।
ପ୍ ରରେିତମାନେ ମହାସଭା ଛାଡ଼ି ଚ଼ାଲିଗଲେ। ସମାନେେ ଖୁସି ହେଲେ ଯେ, ସମାନଙ୍କେୁ ଯୀଶୁଙ୍କ ନାମ ରେ ଅପମାନ ସହିବାକୁ ୟୋଗ୍ଯ ବିବଚେିତ କରାଯାଇଛି।
ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।
ଏଇଥିପାଇଁ ମୁଁ ତୁମ୍ଭମାନଙ୍କ ସଙ୍ଗେ ସାକ୍ଷାତ କରିବା ଓ କଥା ହବୋ ପାଇଁ ଚ଼ାହିଁଲି। ଇଶ୍ରାୟେଲର ଭରସା ରେ ବିଶ୍ବାସ କରୁଥିବା ହତେୁ ମୁଁ ଆଜି ଏହି ଶିକୁଳି ରେ ବନ୍ଧା ହାଇେଛି।
ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।
ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।
ମୁଁ ପ୍ରଭୁଙ୍କର ହାଇେ ଥିବାରୁ କାରାଗାର ରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ବର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ବରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭମାନେେ ସହେିଭଳି ଜୀବନଯାପନ କର।