Home Bibles ☰ Books ଗୀତସଂହିତା 31:10 · ଓଡ଼ିଆ ବାଇବେଲ
ଗୀତସଂହିତା 31:10 · ଓଡ଼ିଆ ବାଇବେଲ

ମାରେ ଜୀବନ ଦୁଃଖରେ ଶଷେ ହବୋକୁ ଯାଉଛି। ମାରେ ଜୀବନ ଦୁଃଖରେ ସରିୟିବ। ମାରେ ଅସ୍ଥିସବୁ କ୍ଷୀଣ ହାଇେ ଯାଉଛି ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହାଇଯୋଉଛି।

Cross references

ଆୟୁବ ପୁସ୍ତକ 3:24

ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବ ରେ, ମୁଁ ଦୁଃଖ ରେ ବିଳାପ କଲି ଏବଂ ମାରେ ଲୋତକ ପାଣିପରି ବହିଗଲା।

ଗୀତସଂହିତା 6:8

ହେ ଅଧର୍ମୀ ଲୋକସବୁ, ମାେ ନିକଟରୁ ଦୂର ହାଇୟୋଅ। କାରଣ ସଦାପ୍ରଭୁ ମାରେ କ୍ରନ୍ଦନ ଶୁଣିଛନ୍ତି।

ଗୀତସଂହିତା 13:2

ମୁଁ ଶାନ୍ତ ଅଟେ, ମାରେ ପ୍ରାଣ ଧୀର ଅଟେ।

ଗୀତସଂହିତା 27:7

ହେ ସଦାପ୍ରଭୁ, ମାରେ ଡ଼ାକ ଶୁଣ। ମାେତେ ଉତ୍ତର ଦିଅ ଓ ମାେ ପ୍ରତି ସଦଯ ହୁଅ।

ଗୀତସଂହିତା 32:3

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଗୀତସଂହିତା 38:3

ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।

ଗୀତସଂହିତା 39:11

ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ଓ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।

ଗୀତସଂହିତା 71:9

ବୃଦ୍ଧା ଅବସ୍ଥା ହତେୁ ମାେତେ ପରିତ୍ଯାଗ କର ନାହିଁ। ମୁଁ ଦୁର୍ବଳ ହବୋ ସମଯରେ ମାେତେ ପରିତ୍ଯାଗ କର ନାହିଁ।

ଗୀତସଂହିତା 78:33

ପରମେଶ୍ବର ସମାନଙ୍କେର ଦିନଗୁଡ଼ିକୁ ନିଶ୍ବାସ ପରି ଶୀଘ୍ର ସମାପ୍ତ କଲେ। ସେ ସମାନଙ୍କେର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।

ଗୀତସଂହିତା 88:15

ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।

ଗୀତସଂହିତା 102:3

ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।

ରୋମୀୟଙ୍କ ପ୍ରତି ପତ୍ର 9:2

ମାରେ ଅଶଷେ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବଦନୋଗ୍ରସ୍ତ ଅଛି।

Interlinear

Choose Theme