Home Bibles ଦାନିଏଲ 12:2 · ଓଡ଼ିଆ ବାଇବେଲ
ଦାନିଏଲ 12:2 · ଓଡ଼ିଆ ବାଇବେଲ

ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

Cross references

ଆୟୁବ ପୁସ୍ତକ 19:25

ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।

ହିତୋପଦେଶ 12:8

ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ଯ ପ୍ରଶଂସିତ ହବେ। କିନ୍ତୁ ସହେି ମନୁଷ୍ଯ ଯାହାର ହୃଦଯ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।

ଯିଶାଇୟ 26:19

ମାତ୍ର ସଦାପ୍ରଭୁ କୁହନ୍ତି, ତୁମ୍ଭର ମୃତମାନେ ଜୀବିତ ହବେେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ବାସ ନବୋ ଆରମ୍ଭ କରିବେ। ହେ ଧୂଳିନିବାସୀ ଗଣ, ଉଠ, ଆନନ୍ଦ କର, କାରଣ ତୁମ୍ଭମାନେେ ପ୍ରଭାତ ରେ ତୃଣ ଉପର ଶିଶିର ତୁଲ୍ଯ ଭୂମି ମୃତମାନଙ୍କୁ ଜନ୍ମ ଦବେ।'

ଯିଶାଇୟ 66:24

ପୁଣି ସମାନେେ ବାହା ରେ ୟାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସମାନଙ୍କେର କୀଟ ମରିବ ନାହିଁ କିମ୍ବା ସମାନଙ୍କେର ଅଗ୍ନି ନିର୍ବାପିତ ହବେ ନାହିଁ। ଆଉ ମଧ୍ଯ ସମାନେେ ସମସ୍ତେ ମର୍ତ୍ତ୍ଯର ଘୃଣାର ପାତ୍ର ହବେେ।

ଯିରିମିୟ 20:11

କିନ୍ତୁ ସଦାପ୍ରଭୁ ମାେ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମାେତେ ଆଶ୍ରଯ ଦଇେଅଛନ୍ତି। ତେଣୁ ମାରେ ତାଡ଼ନାକାରୀମାନେ ବିଫଳ ହବେ ଓ ମାେତେ ପରାସ୍ତ କରିପାରିବେ ନାହିଁ। ସମାନେେ ଘାରେ ଅପମାନିତ ହବେ କାରଣ ସମାନେେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶଷେ କରିପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ଯସ୍ଥାଯୀ ହବେ ଓ ଲୋକେ ତାହା ଭୁଲିବେ ନାହିଁ।

ଯିହିଜିକଲ 37:1

ସଦାପ୍ରଭୁଙ୍କର ହସ୍ତ ମାେ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମା ରେ ମାେତେ ବାହାରକୁ ନଇୟୋଇ ଉପତ୍ୟକାର ମଧ୍ଯସ୍ଥଳୀ ରେ ବସାଇଲେ ଏବଂ ସହେି ଉପତ୍ୟକା ଅସ୍ଥି ରେ ପରିପୂର୍ଣ୍ଣ ଥିଲା।

ଯିହିଜିକଲ 37:12

ଏଣୁ ଭବିଷ୍ଯଦବାଣୀ ପ୍ରଚାର କରି ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ହେ ମାରେ ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇଶ୍ରାୟେଲ ଦେଶକୁ ଆଣିବି।

ହୋଶେୟ 13:14

ଆମ୍ଭେ ସମାନଙ୍କେୁ ମୃତ୍ଯୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍ଭେ ସେ ମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ଉଚିତ୍ କି? ହେ ମୃତ କେଉଁଠା ରେ ତୁମ୍ଭର ମହାମାରୀ ଅଛି? ହେ କବର, ତୁମ୍ଭର ଶକ୍ତି କେଉଁଠା ରେ ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ।

ମାଥିଉଲିଖିତ ସୁସମାଚାର 22:29

ଯୀଶୁ କହିଲେ, ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କଣ କୁ ହେ ଜାଣ ନାହିଁ। ଏବଂ ପରମେଶ୍ବରଙ୍କ ଶକ୍ତି ବିଷୟ ରେ ତୁମ୍ଭମାନେେ କିଛି ଜାଣିନାହଁ।

ମାଥିଉଲିଖିତ ସୁସମାଚାର 25:46

ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

ଯୋହନଲିଖିତ ସୁସମାଚାର 5:28

ତୁମ୍ଭେ ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତବେେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ବର ଶୁଣିବେ।

ଯୋହନଲିଖିତ ସୁସମାଚାର 11:23

ଯୀଶୁ କହିଲେ, ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:15

ଏହି ବ୍ଯକ୍ତିମାନଙ୍କ ଭଳି, ମୁଁ ମଧ୍ଯ ପରମେଶ୍ବରଙ୍କଠା ରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ହବେ।

ରୋମୀୟଙ୍କ ପ୍ରତି ପତ୍ର 9:21

କୁମ୍ଭାରର ଅଧୀକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନଇେ ବିଶଷେ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:20

କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ଉଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ବାସୀମାନଙ୍କ ମଧ୍ଯରୁ ଉଥିତ ପ୍ରଥମ ଫଳ ସ୍ବରୂପ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:51

କିନ୍ତୁ ଶୁଣ ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି : ଆମ୍ଭମାନଙ୍କ ମଧ୍ଯରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହବୋ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:14

ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:12

ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।

Interlinear

Choose Theme