Home Bibles ଗୀତସଂହିତା 16:7 · ଓଡ଼ିଆ ବାଇବେଲ
ଗୀତସଂହିତା 16:7 · ଓଡ଼ିଆ ବାଇବେଲ

ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମାେତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି। ଏପରିକି ରାତ୍ରିରେ ମଧ୍ଯ ସେ ତାଙ୍କର ଉପଦେଶକୁ ମାରେ ମନରେ ପ୍ରବେଶ କରାନ୍ତି।

Cross references

ଗୀତସଂହିତା 17:3

ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।

ଗୀତସଂହିତା 22:2

ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ଦିନରେ ଡ଼ାକିଲି କିନ୍ତୁ ତୁମ୍ଭେ ଉତ୍ତର ଦଲେ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡ଼ାକିଲି।

ଗୀତସଂହିତା 42:8

ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।

ଗୀତସଂହିତା 63:6

ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।

ଗୀତସଂହିତା 73:21

ମୁଁ ନିର୍ବୋଧ ଥିଲି, ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷଯରେ ଚିନ୍ତା କରି ବ୍ଯାକୁଳିତ ହଲିେ।

ଗୀତସଂହିତା 73:24

ହେ ପରମେଶ୍ବର, ତୁମ୍ଭେ ମାେତେ ଆଗଇେ ନଇେଛ। ତୁମ୍ଭେ ମାେତେ ସୁନ୍ଦର ଉପଦେଶ ଦଇେଅଛ ଓ ଶଷେରେ ତୁମ୍ଭେ ମାେତେ ଗୌରବରେ ଗ୍ରହଣ କରିବ।

ଗୀତସଂହିତା 77:2

ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।

ଗୀତସଂହିତା 77:6

ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।

ଗୀତସଂହିତା 119:7

ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦଯ ସହିତ ପ୍ରଶଂସା କରିବି, ଯେତବେେଳେ ମୁଁ ତୁମ୍ଭର ନ୍ଯାଯପରାଯଣତା ବିଷଯରେ ଜାଣିବି।

ଗୀତସଂହିତା 119:55

ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ। ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।

ଗୀତସଂହିତା 119:148

ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ଯାନ କରିବା ପାଇଁ ରାତ୍ରି ଉଜାଗର ରହିଲି।

ହିତୋପଦେଶ 8:14

ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।

ଯିଶାଇୟ 11:2

ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।

ଯିଶାଇୟ 26:9

ରାତ୍ରି କାଳ ରେ ମାରେ ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତ ରେ ତୁମ୍ଭକୁ ଅନ୍ବଷେଣ କରିବ। ଯେତବେେଳେ ତୁମ୍ଭର ଶାସନ ସକଳ ଓ ନ୍ଯାଯ ପ୍ରତିଷ୍ଠିତ ହବେ, ଜଗତବାସୀ ଧର୍ମ ଶିକ୍ଷା କରିବେ।

ଯିଶାଇୟ 48:17

ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,

ଯିଶାଇୟ 50:4

ମାରେପ୍ରଭୁ ସଦାପ୍ରଭୁ ମାେତେ ଶିକ୍ଷା ଦଇେଛନ୍ତି ମୁଁ ଯେପରି କ୍ଲାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରିପାରିବି, ସେ ପ୍ରତି ପ୍ରଭାତ ରେ ମାେତେ ଜାଗ୍ରତ କରାନ୍ତି ଓ ବିଦ୍ଯାର୍ଥୀପରି ଶୁଣିବା ପାଇଁ ମାରେ କର୍ଣ୍ଣକୁ ଜାଗ୍ରତ କରାନ୍ତି।

ଯିରିମିୟ 12:2

ତୁମ୍ଭେ ସମାନଙ୍କେୁ ରୋପଣ କରିଅଛ, ସମାନଙ୍କେର ମୂଳ ଦୃଢ଼ ହାଇେଅଛି। ସମାନେେ ବଡ଼ ଫୁଲ ଫଳ ଦିଅନ୍ତି। ସମାନେେ ଯଦିଓ ମୁହଁ ରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିଯ, ମାତ୍ର ପ୍ରକୃତ ରେ ସମାନେେ ଅନ୍ତଃକରଣ ରେ ତୁମ୍ଭଠାରୁ ଦୂର ରେ ଥାଆନ୍ତି।

ଯିରିମିୟ 17:10

ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

ଲୂକଲିଖିତ ସୁସମାଚାର 6:12

ସହେି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସଠାେରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବା ରେ ସାରା ରାତିଟି ବିତଇେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

Interlinear

Choose Theme