Home Bibles ଗୀତସଂହିତା 119:7 · ଓଡ଼ିଆ ବାଇବେଲ
ଗୀତସଂହିତା 119:7 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦଯ ସହିତ ପ୍ରଶଂସା କରିବି, ଯେତବେେଳେ ମୁଁ ତୁମ୍ଭର ନ୍ଯାଯପରାଯଣତା ବିଷଯରେ ଜାଣିବି।

Cross references

ପ୍ରଥମ ବଂଶାବଳୀ 29:13

ବର୍ତ୍ତମାନ, ହେ ଆମ୍ଭମାନଙ୍କର ପରମେଶ୍ବର, ଆମ୍ଭମାନେେ ତୁମ୍ଭର ଧନ୍ଯବାଦ କରୁଅଛୁ ଓ ତୁମ୍ଭ ଗୌରବୟୁକ୍ତ ନାମର ପ୍ରଶଂସା କରୁଅଛୁ।

ଗୀତସଂହିତା 9:1

ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ। ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।

ଗୀତସଂହିତା 25:4

ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।

ଗୀତସଂହିତା 25:8

ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।

ଗୀତସଂହିତା 86:12

ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।

ଗୀତସଂହିତା 119:12

ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।

ଗୀତସଂହିତା 119:18

ହେ ସଦାପ୍ରଭୁ, ମାରେ ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ଯବସ୍ଥାରୁ ଆଶ୍ଚର୍ୟ୍ଯ ବିଷଯମାନ ଦେଖିପାରିବି।

ଗୀତସଂହିତା 119:27

ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମାେତେ ବୁଝିବା ପାଇଁ ସାହାୟ୍ଯ କର। ତବେେ ମୁଁ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ଗଭୀରତମ ଭାବିବି।

ଗୀତସଂହିତା 119:33

ହେ ସଦାପ୍ରଭୁ, ତୁମ୍ଭ ନିଯମ ଦ୍ବାରା ମାେତେ କିପରି ବଞ୍ଚିବାକୁ ହବେ ଶିଖାଅ ଏବଂ ତାକୁ ଅନୁସରଣ କଲେ ମାରେ ପୁରସ୍କାର ହବେ।

ଗୀତସଂହିତା 119:64

ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ। ତୁମ୍ଭର ବ୍ଯବସ୍ଥାସବୁ ମାେତେ ଶିଖାଅ।

ଗୀତସଂହିତା 119:73

ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମାେତେ ନିର୍ମାଣ କଲା ଏବଂ ମୁଁ କ'ଣ ତିଆରି କଲି ? ମାେତେ ବୁଝିବା ଶକ୍ତି ପ୍ରଦାନ କର, ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶସବେୁ ଶିକ୍ଷା କରିପାରେ।

ଗୀତସଂହିତା 119:124

ମୁଁ ତୁମ୍ଭର ସବେକ ଅଟେ। ମାେ ପ୍ରତି ତୁମ୍ଭର ପ୍ରମେ ଦଖାେଅ। ତୁମ୍ଭର ବ୍ଯବସ୍ଥାମାନ ଶିଖାଅ।

ଗୀତସଂହିତା 119:171

ମୁଁ ତୁମ୍ଭର ପ୍ରଶଂସା ଗାନ କରିବି। କାରଣ ତୁମ୍ଭେ ଆପଣା ବ୍ଯବସ୍ଥାମାନ ମାେତେ ଶିଖାଇ ଅଛ।

ଗୀତସଂହିତା 143:10

ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା

ଯିଶାଇୟ 48:17

ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,

ଯୋହନଲିଖିତ ସୁସମାଚାର 6:45

ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।

Interlinear

Choose Theme