Home Bibles ☰ Books ଗୀତସଂହିତା 18:17 · ଓଡ଼ିଆ ବାଇବେଲ
ଗୀତସଂହିତା 18:17 · ଓଡ଼ିଆ ବାଇବେଲ

ମାରେ ଶତ୍ରୁମାନେ ମାଠାରୁେ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାେତେ ଶତ୍ରୁମାନେ ମାେ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ତଣେୁ ପରମେଶ୍ବର ମାେତେ ରକ୍ଷା କଲେ।

Cross references

ଦିତୀୟ ଶାମୁୟେଲ 22:1

ଯେଉଁ ସମୟରେ ସଦାପ୍ରଭୁ ୟାବତୀଯ ଶତୃ ହସ୍ତରକ୍ସ୍ଟ ଓ ଶାଉଲଙ୍କର ହସ୍ତରକ୍ସ୍ଟ ଦାଉଦଙ୍କକ୍ସ୍ଟ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ନିବଦନେ କଲେ।

ଦିତୀୟ ଶାମୁୟେଲ 22:18

ମାରେ ଶତୃମାନେ ମାଠାେରକ୍ସ୍ଟ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାରେ ଶତୃମାନେ ମାେ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ବର ମାେତେ ରକ୍ଷା କଲେ।

ଆୟୁବ ପୁସ୍ତକ 16:9

ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।

ଗୀତସଂହିତା 9:13

ମୁଁ ଏହି ପ୍ରାର୍ଥନା ପରମେଶ୍ବରଙ୍କ ନିକଟରେ କରିବି, ହେ ସଦାପ୍ରଭୁ, ମାେ ପ୍ରତି ଦୟାକର। ଦେଖ, ମାରେ ଶତ୍ରୁମାନେ କିଭଳି ମାେ ପଛରେ ମାେତେ ଆଘାତ କରିବାକୁ ଲାଗିଛନ୍ତି। ମାେତେ 'ମୃତ୍ଯୁ ସ୍ଥାନରୁ' ଉଦ୍ଧାର କର।

ଗୀତସଂହିତା 18:40

ତୁମ୍ଭେ ମାେତେ ସୁଯୋଗ ଦଇେଛ, ମାରେ ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମାରେ ଶତ୍ରୁମାନଙ୍କୁ ଧ୍ବଂସ କରିଅଛି।

ଗୀତସଂହିତା 25:19

ମାରେ ଶତ୍ରୁମାନଙ୍କୁ ଥରେ ଚାହଁ। ସମାନେେ ମାେତେ ଘୃଣା କରନ୍ତି ଓ ଆଘାତ କରିବାକୁ ଚାହାଁନ୍ତି।

ଗୀତସଂହିତା 35:10

ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।

ଗୀତସଂହିତା 38:19

ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।

ଗୀତସଂହିତା 69:4

ମାରେ ଶତ୍ରୁ,ମାରେ ମୁଣ୍ଡବାଳଠାରୁ ଅଧିକ। ସମାନେେ ବୃଥାରେ ମାେ ସହିତ ଶତ୍ରୁତା କରନ୍ତି। ସମାନେେ ମାରେ ବିନାଶର କାମନା ବହୁତ କରୁଛନ୍ତି। ମାରେ ଅନକେ ଶତ୍ରୁଗଣ ମାେ ବିଷଯରେ ମିଛ କଥା କହନ୍ତି। ସମାନେେ ମିଛରେ ମାେତେ ଚୋର କହିଲେ ଏବଂ ସହେି ବସ୍ତୁଗୁଡ଼ିକ ମାେତେ ଦବୋକୁ କହିଲେ, ୟାହା ମୁଁ ଚେୀରି କରି ନାହିଁ।

ଗୀତସଂହିତା 118:7

ସଦାପ୍ରଭୁ ମାରେ ସାହାୟ୍ଯକାରୀ। ମୁଁ ମାରେ ଶତ୍ରୁମାନଙ୍କର ପରାସ୍ତ ଦେଖିବି।

ଗୀତସଂହିତା 138:7

ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।

ଗୀତସଂହିତା 142:6

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।

ଗୀତସଂହିତା 144:7

ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।

Interlinear

Choose Theme