ଗୀତସଂହିତା 136:20 · ଓଡ଼ିଆ ବାଇବେଲ
ପରମେଶ୍ବର ବାଶନର ରାଜା ଓଗକୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Cross references
ଗଣନା ପୁସ୍ତକ 21:33
ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।
ଦିତୀୟ ବିବରଣ 3:1
ଆମ୍ଭମାନେେ ଫରେି ବାଶନକକ୍ସ୍ଟ ଗଲକ୍ସ୍ଟ। ବାଶନର ରାଜା ଓଗ୍ ଏବଂ ତାହାର ସମସ୍ତ ପ୍ରଜା ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଇଦ୍ରିଯୀକି ବାହାରି ଆସିଲେ।
ଦିତୀୟ ବିବରଣ 3:3
ତେଣୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ବାଶନର ରାଜା ଓଗ୍ ଉପରେ ଆମ୍ଭକକ୍ସ୍ଟ ବିଜଯ ପ୍ରଦାନ ଦେଲେ। ଆମ୍ଭମାନେେ ତାଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ହତ୍ଯା କଲକ୍ସ୍ଟ, ଏବଂ କହେି ଜଣବେି ରହିଲେ ନାହିଁ।