Home Bibles ଗୀତସଂହିତା 136:19 · ଓଡ଼ିଆ ବାଇବେଲ
ଗୀତସଂହିତା 136:19 · ଓଡ଼ିଆ ବାଇବେଲ

ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Cross references

ଗଣନା ପୁସ୍ତକ 21:21

ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,

ଦିତୀୟ ବିବରଣ 2:30

କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।

ଦିତୀୟ ବିବରଣ 2:33

କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ସମର୍ପଣ କଲେ, ଆମ୍ଭମାନେେ ରାଜା ସିୟୋନକକ୍ସ୍ଟ, ତାଙ୍କର ପକ୍ସ୍ଟତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲକ୍ସ୍ଟ।

ଦିତୀୟ ବିବରଣ 29:7

ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।

Interlinear

Choose Theme