Home Bibles ☰ Books ଯୋହନଲିଖିତ ସୁସମାଚାର 6:45 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 6:45 · ଓଡ଼ିଆ ବାଇବେଲ

ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।

Cross references

ଯିଶାଇୟ 2:3

ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।

ଯିଶାଇୟ 54:13

ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ବରଙ୍କ ଦ୍ବାରା ଶିକ୍ଷିତ ହବେେ ଓ ସମାନଙ୍କେର ପରମ ଶାନ୍ତି ହବେ।

ଯିରିମିୟ 31:33

ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

ମୀଖା 4:2

ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,

ମାଥିଉଲିଖିତ ସୁସମାଚାର 11:27

ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ମାଥିଉଲିଖିତ ସୁସମାଚାର 17:5

ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।

ମାର୍କଲିଖିତ ସୁସମାଚାର 1:2

ଭବିଷ୍ଯଦ୍ବକ୍ତା ଯୀଶାଇୟଙ୍କ ପୁସ୍ତକରେ ଲଖାେଅଛି:

ଲୂକଲିଖିତ ସୁସମାଚାର 1:70

ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର ଏହା କରିବେ ବୋଲି କହିଥିଲେ।

ଲୂକଲିଖିତ ସୁସମାଚାର 18:31

ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।

ଯୋହନଲିଖିତ ସୁସମାଚାର 5:38

ପରମପିତାଙ୍କର ଉପଦେଶ ତୁମ୍ଭଠା ରେ ବାସ କରିନାହିଁ। ଏହାର କାରଣ, ସେ ପଠାଇଥିବା ବ୍ଯକ୍ତିଠା ରେ ତୁମ୍ଭମାନେେ ବିଶ୍ବାସ ରଖିନାହଁ।

ଯୋହନଲିଖିତ ସୁସମାଚାର 6:37

ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

ଯୋହନଲିଖିତ ସୁସମାଚାର 6:65

ଯୀଶୁ କହିଲେ, ସେଥିପାଇଁ ମୁଁ କହିଥିଲି, 'ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତବେେ ସେ ଲୋକ ମାେ ନିକଟକୁ ଆସିପାରିବ ନାହିଁ।'

ଯୋହନଲିଖିତ ସୁସମାଚାର 10:27

ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।

Interlinear

Choose Theme