Home Bibles ☰ Books ଗୀତସଂହିତା 119:45 · ଓଡ଼ିଆ ବାଇବେଲ
ଗୀତସଂହିତା 119:45 · ଓଡ଼ିଆ ବାଇବେଲ

ତଣେୁ ମୁଁ ମୁକ୍ତ ହବେି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।

Cross references

ଗୀତସଂହିତା 119:19

ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମାେ ଠାରୁ ଲୁଚାଅ ନାହିଁ।

ଗୀତସଂହିତା 119:32

ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତବେେଳେ ତୁମ୍ଭେ ମାରେ ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।

ଗୀତସଂହିତା 119:71

ଏହି ୟନ୍ତ୍ରଣା ଭୋଗ କରିବା ମାେ ପାଇଁ ଉତ୍ତମ ଥିଲା, ୟପରେିକି ମୁଁ ତୁମ୍ଭ ବ୍ଯବସ୍ଥା ଶିକ୍ଷା କରିପାରେ।

ଗୀତସଂହିତା 119:94

ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।

ଗୀତସଂହିତା 119:133

ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ପରିଚାଳିତ କର। ମାେ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।

ଗୀତସଂହିତା 119:148

ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ଯାନ କରିବା ପାଇଁ ରାତ୍ରି ଉଜାଗର ରହିଲି।

ଗୀତସଂହିତା 119:162

ତୁମ୍ଭର ପ୍ରତିଜ୍ଞା ମାେତେ ଆନନ୍ଦ ଦିଏ, ୟପରେି ଜଣେ ବ୍ଯକ୍ତି ବହୁତ ଲୁଟ୍ଧନ ପାଇବା ପରେ ଖୁସି ହୁଏ।

ହିତୋପଦେଶ 2:4

ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।

ହିତୋପଦେଶ 4:12

ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।

ହିତୋପଦେଶ 18:1

ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

ଉପଦେଶକ 1:13

ମୁଁ ମନ ଯୋଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତଳେ ହୁଏ। ଏହି କାର୍ୟ୍ଯ, ଯାହା ପରମେଶ୍ବର ମନୁଷ୍ଯମାନଙ୍କୁ ଦଇେଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅଟେ।

ଲୂକଲିଖିତ ସୁସମାଚାର 4:18

ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ

ଯୋହନଲିଖିତ ସୁସମାଚାର 5:39

ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।

ଯୋହନଲିଖିତ ସୁସମାଚାର 8:30

ଯୀଶୁ ଏକଥା କହିଲା ବେଳେ ତାହାଙ୍କୁ ଅନକେ ଲୋକ ବିଶ୍ବାସ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:17

ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ବର ତୁମ୍ଭଠାରୁ କ'ଣ ଚାହାଁନ୍ତି, ଏହା ଜାଣିବାକୁ ଚେଷ୍ଟା କର।

ଯାକୁବଙ୍କ ପତ୍ 1:25

କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।

ଯାକୁବଙ୍କ ପତ୍ 2:12

ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।

ପିତରଙ୍କ ଦିତୀୟ ପତ୍ର 2:19

ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।

Interlinear

Choose Theme