Home Bibles ଯାକୁବଙ୍କ ପତ୍ 2:12 · ଓଡ଼ିଆ ବାଇବେଲ
ଯାକୁବଙ୍କ ପତ୍ 2:12 · ଓଡ଼ିଆ ବାଇବେଲ

ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।

Cross references

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:8

ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

କଲସୀୟଙ୍କ ପ୍ରତି ପତ୍ର 3:17

ତୁମ୍ଭମାନେେ ଯାହା କହୁଛ, ଯାହା କିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ୟ୍ଯ ମଧିଅରେ ପରମପିତା ପରମେଶ୍ବରଙ୍କୁ ଯୀଶୁଙ୍କ ମାଧ୍ଯମ ରେ ଧନ୍ଯବାଦ ଜଣାଅ।

ଯାକୁବଙ୍କ ପତ୍ 1:25

କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।

ଯାକୁବଙ୍କ ପତ୍ 2:8

ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ଯ କରେ। ଶାସ୍ତ୍ର ରେ ଏହି ରାଜକୀୟ ନିୟମଟି ମିଳେ : ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ ରମେ କର।329 ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା' ହେଲେ ତୁମ୍ଭେ ଠିକ୍ କରୁଛ।

ପିତରଙ୍କ ଦିତୀୟ ପତ୍ର 1:4

ଯୀଶୁ ନିଜ ମହିମା ଓ ଉତ୍ତମତା ହତେୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ଯବାନ୍ ଓ ମହତ ବିଷୟଗୁଡ଼ିକ ଆମ୍ଭକୁ ଦଇେଛନ୍ତି। ସହେି ଦାନଗୁଡ଼ିକ ସାହାୟ୍ଯ ରେ ତୁମ୍ଭେ ପରମେଶ୍ବରଙ୍କ ଆଚରଣର ଅଂଶ ହାଇପୋରିବ। ଏହାଦ୍ବାରା ଜଗତ ରେ ଥିବା ମନ୍ଦ ବିଷୟଗୁଡ଼ିକ ତୁମ୍ଭକୁ ନଷ୍ଟ କରିପାରିବ ନାହିଁ।

Interlinear

Choose Theme