ଯୋହନଲିଖିତ ସୁସମାଚାର 8:30 · ଓଡ଼ିଆ ବାଇବେଲ
ଯୀଶୁ ଏକଥା କହିଲା ବେଳେ ତାହାଙ୍କୁ ଅନକେ ଲୋକ ବିଶ୍ବାସ କଲେ।
Cross references
ଯୋହନଲିଖିତ ସୁସମାଚାର 2:23
ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।
ଯୋହନଲିଖିତ ସୁସମାଚାର 6:14
ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।
ଯୋହନଲିଖିତ ସୁସମାଚାର 7:31
ବହୁତ ଲୋକ ଯୀଶୁଙ୍କୁ ବିଶ୍ବାସ କଲେ। ଲୋକମାନେ କହିଲେ, ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ଯକ୍ତି ଯେଉଁ ସବୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ଯକ୍ତି ନିଶ୍ଚୟ ଖ୍ରୀଷ୍ଟ ହାଇେଥିବେ।
ଯୋହନଲିଖିତ ସୁସମାଚାର 10:42
ସଠାେରେ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ।
ଯୋହନଲିଖିତ ସୁସମାଚାର 11:45
ସଠାେରେ ମରିୟମଙ୍କୁ ଦଖାେ କରିବା ନିମନ୍ତେ ଅନକେ ଯିହୂଦୀ ଆସିଥିଲେ। ସମାନେେ ସମସ୍ତେ ଯୀଶୁଙ୍କର କାର୍ୟ୍ଯ ଦେଖିଲେ। ସମାନଙ୍କେ ଭିତରୁ ଅନକେ ଯିହୂଦୀ ତାହାଙ୍କୁ ବିଶ୍ବାସ କଲେ।