Home Bibles ଗୀତସଂହିତା 105:2 · ଓଡ଼ିଆ ବାଇବେଲ
ଗୀତସଂହିତା 105:2 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ।

Cross references

ଯାତ୍ରା ପୁସ୍ତକ 13:8

ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'

ଯାତ୍ରା ପୁସ୍ତକ 13:14

ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

ଦିତୀୟ ବିବରଣ 6:6

ଏବଂ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭମାନେେ ତାହାକକ୍ସ୍ଟ ଆପଣା ହୃଦଯ ରେ ରଖିବ।

ବିଚାରକର୍ତାମାନଙ୍କ ବିବରଣ 5:3

ହେ, ରାଜଗଣ ଶକ୍ସ୍ଟଣ, ହେ ଭୂପତି କ'ଣ କର୍ଣ୍ଣ ଡରେ। ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କରିବି। ମୁ ସଦାପ୍ରଭୁଙ୍କର ସଂଗୀତ ରଚନା କରିବି। ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ପ୍ରଶଂସା ଗାନ କରିବି।

ଗୀତସଂହିତା 47:6

ପରମେଶ୍ବରଙ୍କ ଗୁଣ କୀର୍ତ୍ତନ କର। ତାଙ୍କର ପ୍ରଶଂସାରେ ଶତ ମୁଖର ହାଇେ ଉଠ। ଆମ୍ଭର ରାଜାଙ୍କୁ ପ୍ରଶଂସା କର। ତାଙ୍କର ମହିମା ଗାନ କର।

ଗୀତସଂହିତା 77:12

ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।

ଗୀତସଂହିତା 77:13

ହେ ପରମେଶ୍ବର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କହେି ପରମେଶ୍ବର ନାହାନ୍ତି।

ଗୀତସଂହିତା 78:4

ଆମ୍ଭମାନେେ ସମାନଙ୍କେ ବଂଶଧରମାନଙ୍କୁ ଏହା ଲୁଚାଇବାକୁ ନାହିଁ। ସମାନେେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପୀଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ୟ୍ଯତା ୟାହା ସେ କଲେ ସସବେୁ ବିଷଯରେ ସମାନଙ୍କେୁ କହିବୁ।

ଗୀତସଂହିତା 96:1

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।

ଗୀତସଂହିତା 98:1

ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

ଗୀତସଂହିତା 98:5

ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର।

ଗୀତସଂହିତା 119:27

ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମାେତେ ବୁଝିବା ପାଇଁ ସାହାୟ୍ଯ କର। ତବେେ ମୁଁ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ଗଭୀରତମ ଭାବିବି।

ଯିଶାଇୟ 12:5

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଗାନ କର। କାରଣ ସେ ମହିମାୟୁକ୍ତ କାର୍ୟ୍ଯ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀ ରେ ମହିମା ବ୍ଯାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।

ଯିଶାଇୟ 42:10

ହେ ଦ୍ବୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀଯ ଲୋକମାନେ, ତୁମ୍ଭମାନେେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷଯ ରେ ଗାନ କର।

ଲୂକଲିଖିତ ସୁସମାଚାର 24:14

ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:19

ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:3

ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

Interlinear

Choose Theme