Home Bibles ଗୀତସଂହିତା 104:18 · ଓଡ଼ିଆ ବାଇବେଲ
ଗୀତସଂହିତା 104:18 · ଓଡ଼ିଆ ବାଇବେଲ

ଉଚ୍ଚ ପର୍ବତଶ୍ରଣେୀ ବନ୍ଯ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରଯ।

Cross references

ଲେବୀୟ ପୁସ୍ତକ 11:5

ମାତ୍ର ସମାନଙ୍କେର ଖୁରା ଦୁଇଫାଳ ରେ ବିଭକ୍ତ ନୁହେଁ, ସଭେଳି ପ୍ରାଣୀଙ୍କୁ ତୁମ୍ଭମାନେେ ଭୋଜନ କରିବ ନାହିଁ।

ଦିତୀୟ ବିବରଣ 14:7

ତୁମ୍ଭମାନେେ ଓଟ, ଠକେକ୍ସ୍ଟଆ କିମ୍ବା ଶାଫନ୍ ମାନଙ୍କୁ ଖାଇବ ନାହିଁ। ସମାନେେ ପାକକ୍ସ୍ଟଳି କରନ୍ତି, କିନ୍ତୁ ସମାନଙ୍କେର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ। ତେଣୁ ସହେି ପଶକ୍ସ୍ଟଗକ୍ସ୍ଟଡିକ ଖାଦ୍ୟ ତୁମ୍ଭମାନଙ୍କ ପାଇଁ ଅପବିତ୍ର।

ପ୍ରଥମ ଶାମୁୟେଲ 24:2

ତେଣୁ ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ଜଣ ବଛା ୟାଇଥିବା ଲୋକମାନଙ୍କୁ ନଇେ ଦାଉଦ ଓ ତା'ର ଲୋକମାନଙ୍କୁ ବନଛାଗର ଶୈଳ ରେ ଖାଜେିଲେ।

ଆୟୁବ ପୁସ୍ତକ 39:1

ଆୟୁବ ତୁମ୍ଭେ ଜାଣିଛ କି କେତବେେଳେ ପାହାଡ଼ୀ ଛଳେି ଜନ୍ମଗ୍ରହଣ କରେ। ତୁମ୍ଭେ କବେେ ଦେଖିଛ କି ମା ହରିଣକୁ ତା'ର ଛୁଆ ଦବୋର।

ହିତୋପଦେଶ 30:26

ଶାଫନ୍ ଜନ୍ତୁଗଣ ଶକ୍ତିହୀନ ଜାତି, ମାତ୍ର ସମାନେେ ଶୈଳ ରେ ଆପଣାର ବସା ନିର୍ମାଣ କରନ୍ତି।

Interlinear

Choose Theme