Home Bibles ପ୍ରଥମ ଶାମୁୟେଲ 24:2 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 24:2 · ଓଡ଼ିଆ ବାଇବେଲ

ତେଣୁ ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ଜଣ ବଛା ୟାଇଥିବା ଲୋକମାନଙ୍କୁ ନଇେ ଦାଉଦ ଓ ତା'ର ଲୋକମାନଙ୍କୁ ବନଛାଗର ଶୈଳ ରେ ଖାଜେିଲେ।

Cross references

ପ୍ରଥମ ଶାମୁୟେଲ 13:2

ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।

ପ୍ରଥମ ଶାମୁୟେଲ 23:28

ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକକ୍ସ୍ଟ ଛାଡି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ଗଲେ। ତେଣୁ ସମାନେେ ସହେି ସ୍ଥାନର ନାମ ପିଛିଳ ଶୈଳ ନାମ ଦେଲେ।

ପ୍ରଥମ ଶାମୁୟେଲ 26:2

ଶାଉଲ ସୀଫ୍ ମରକ୍ସ୍ଟଭୂମିକକ୍ସ୍ଟ ଗଲେ, ଦାଉଦଙ୍କକ୍ସ୍ଟ ଖାଜେିବ ପାଇଁ ଇଶ୍ରାୟେଲର 3,000 ବଛା ବଛା ସୈନିକ ନଇେ ସୀଫ୍ ପ୍ରାନ୍ତରରକକ୍ସ୍ଟ ଗଲେ।

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 38:12

ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

ଗୀତସଂହିତା 104:18

ଉଚ୍ଚ ପର୍ବତଶ୍ରଣେୀ ବନ୍ଯ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରଯ।

ଗୀତସଂହିତା 141:6

ସମାନଙ୍କେର ନ୍ଯାଯଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ। ତବେେ ଲୋକମାନେ ଜାଣିବେ ୟେ, ମୁଁ ସତ୍ଯ କହିଅଛି।

Interlinear

Choose Theme