ଆୟୁବ ପୁସ୍ତକ 39:1 · ଓଡ଼ିଆ ବାଇବେଲ
ଆୟୁବ ତୁମ୍ଭେ ଜାଣିଛ କି କେତବେେଳେ ପାହାଡ଼ୀ ଛଳେି ଜନ୍ମଗ୍ରହଣ କରେ। ତୁମ୍ଭେ କବେେ ଦେଖିଛ କି ମା ହରିଣକୁ ତା'ର ଛୁଆ ଦବୋର।
Cross references
ଦିତୀୟ ବିବରଣ 14:5
ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହକ୍ସ୍ଟଟିଆ ହରିଣ ଓ ଚମରିଗାଈ।
ପ୍ରଥମ ଶାମୁୟେଲ 24:2
ତେଣୁ ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ଜଣ ବଛା ୟାଇଥିବା ଲୋକମାନଙ୍କୁ ନଇେ ଦାଉଦ ଓ ତା'ର ଲୋକମାନଙ୍କୁ ବନଛାଗର ଶୈଳ ରେ ଖାଜେିଲେ।
ଗୀତସଂହିତା 29:9
ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।
ଗୀତସଂହିତା 104:18
ଉଚ୍ଚ ପର୍ବତଶ୍ରଣେୀ ବନ୍ଯ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରଯ।
ଯିରିମିୟ 14:5
ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଚାଲିୟାଏ।